Browsing Category
ଆଜିର ଖବର
ନିଜର ବ୍ୟକ୍ତିଗତ ଜ୍ୟୋତିଷଙ୍କୁ OSD ଦାୟିତ୍ବରେ ନିଯୁକ୍ତ କଲେ ବିଜୟ
ତାମିଲନାଡ଼ୁ ରାଜନୀତିରେ ଏବେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଅଭିନେତାରୁ ଜନନେତା ପାଲଟିଥିବା ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ଆରମ୍ଭ କରିଛନ୍ତି । ନିଜର ବ୍ୟକ୍ତିଗତ ଜ୍ୟୋତିଷ ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ!-->…
ଜାଣି ନିଅନ୍ତୁ ଆଜିର ସୁନା ଦର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ , ଆଜି ମେ ୧୨ ତାରିଖରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ, ଏକ କିଲୋଗ୍ରାମ ରୂପାର ମୂଲ୍ୟ ୧୧ ହଜାର ୬୨୦ ବୃଦ୍ଧି ପାଇ ୨ ୬୭ ହଜାର ୮୨୦ ଟଙ୍କା!-->…
ସନାତନକୁ ନେଇ ଉଦୟନିଧିଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ ବିଜେପିର କଡ଼ା ପ୍ରତିକ୍ରିୟା
ତାମିଲନାଡୁ ରାଜନୀତି ତୀବ୍ର ଆଲୋଚନାର ବିଷୟ। ଗୋଟିଏ ପଟେ ଅଭିନେତା ବିଜୟ ପ୍ରଥମ ଥର ପାଇଁ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ ଦେଇଛନ୍ତି।ବିଜେପି ଆଇଟି ସେଲ୍!-->…
ହାଇକୋର୍ଟ ଜାରି କଲେ ବିସ୍ତୃତ ନିର୍ଦ୍ଦେଶାବଳୀ, ଗିରଫର ୨୪ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର…
ଅଭିଯୁକ୍ତଙ୍କୁ ଗିରଫ କରାଯିବାର ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସାମ୍ବିଧାନିକ ତଥା ବାଧ୍ୟତାମୂଳକ । ଅନ୍ୟ ରାଜ୍ୟରୁ ଗିରଫ ହୋଇଥିଲେ ମଧ୍ୟ ପୁଲିସ ଏହି ପ୍ରକ୍ରିୟାକୁ ଏଡ଼ାଇପାରିବ ନାହିଁ । ଏକ ଜାମିନ୍ ଆବେଦନର ଶୁଣାଣି ବେଳେ ହାଇକୋର୍ଟର ବିଚାରପତି ଜଷ୍ଟିସ!-->…
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଓଡ଼ିଶାର ପେଟ୍ରୋଲ ପମ୍ପଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲର ଯୋଗାଣ କମିଥିବା ଅଭିଯୋଗ ଆସୁଛି। କେତେକ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଥିବା ବେଳେ, ଆଉ କେତେକ ସ୍ଥାନରେ ଗାଡ଼ିଚାଳକଙ୍କୁ!-->…
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
ଆସନ୍ତା ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିବେ । ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ । ରାଜ୍ୟ ମୁଖ୍ୟାଳୟରେ ଜିଲ୍ଳାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ।ନୀତିନ ନବୀନଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ନୀତିନଙ୍କ ସ୍ବାଗତ ପାଇଁ!-->…
NEET UG ୨୦୨୬ ପରୀକ୍ଷା ବାତିଲ, ପ୍ରଶ୍ନପତ୍ର ଲିକ୍ ନେଇ ନିଷ୍ପତ୍ତି ନେଲା NTA
ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET UG 2026 ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। NEET UG ୨୦୨୬ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲା କଲା ଏନଟିଏ । ପ୍ରଶ୍ନପତ୍ର ଲିକ୍ ନେଇ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି । ପରୀକ୍ଷା ୩ ମଇ ୨୦୨୬ରୁ ଚାଲିଥିଲା ।!-->…
ଦ୍ୱିତୀୟ ଥର ପାଇଁ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା
ଲଗାତାର ଦ୍ୱିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମା ଶପଥ ଗ୍ରହଣ କରିଛନ୍ତି। ଗୁଆହାଟୀ ନିକଟସ୍ଥ ଖାନପାରା ଭେଟେନାରୀ କଲେଜ ପଡ଼ିଆରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି।। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ‘ପ୍ରଧାନମନ୍ତ୍ରୀ!-->…
ସାଇକେଲ୍ରେ ବୁହା ହେଲା ଶବ, ଘରଠାରୁ ବୋହି ଥାନା ଯାଏଁ ଆଣିଲେ
ସାଇକେଲରେ ବୁହା ହେଲା ଶବ। ଗତକାଲି ବାଲେଶ୍ବର ହରିପୁର ଗାଁରେ ଛାତ ପକାକୁ କେନ୍ଦ୍ର କରି ଦୁଇ ମହିଳାଙ୍କୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା। ପଡୋଶୀ ବାପା-ପୁଅଙ୍କ ଆକ୍ରମଣରେ ନଣନ୍ଦ-ଭାଉଜ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର!-->…
କୋଣାର୍କ – କାକଟପୁର ରାସ୍ତାରେ କାର ଦୁର୍ଘଣା ଭାରସାମ୍ୟ ହରାଇ ଖସିଲା କାର ଅଳ୍ପକେ ବଞ୍ଚିଲା କାର ଚାଳକ।
କୋଣାର୍କ:- 12/05/2026 ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଦକ୍ଷିଣେଶ୍ୱର ମନ୍ଦିର ନିକଟ କୋଣାର୍କ - କାକଟପୁର ରାସ୍ତାରେ କାର ଦୁର୍ଘଣା ଭାରସାମ୍ୟ ହରାଇ ଖସିଲା ରାସ୍ତା ତଳକୁ, ଅଳ୍ପକେ ବଞ୍ଚିଲା କାର ଡ୍ରାଇଭର। କାରଟି କାକଟପୁର ପଟୁ କୋଣାର୍କ ଅଭିମୁଖେ ଯାଉଥିବା!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ପାଞ୍ଚଟି ଦେଶ ଗସ୍ତରେ ବାହାରିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାରଠାରୁ ବିଦେଶ ଗସ୍ତରେ ରହିବେ । ୫ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରିପୋର୍ଟ ଅନୁଯାୟୀ, ଏହି ୬ ଦିନିଆ ଯାତ୍ରାରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଯିବେ ।ଏହି!-->…
ଝାରସୁଗୁଡା ପୋଲିସ୍ର ବଡ଼ ଏନକାଉଣ୍ଟର। ପୋଲିସ ଗୁଳିମାଡ଼ରେ ୨ ଅପରାଧୀ ଆହତ
ଝାରସୁଗୁଡାରେ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ । ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ।ସୂଚନାଯୋଗ୍ୟ, ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ୨ ଅଭିଯୁକ୍ତ। ଗତ କାଲି ଗଟରାରେ ଦୁଇ ଅଭିଯୁକ୍ତ ଫେରାର ଥିଲେ। ସୁନୀଲ ମହାନନ୍ଦ ଓରଫ ଟବୁ ଓ ଚାନ୍ଦ!-->…