Browsing Category

ଆଜିର ଖବର

ଦେଶର ନୂତନ ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣିଙ୍କୁ ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଭାବରେ ନିଯୁକ୍ତ କରିଛନ୍ତି। ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ମେ ୩୦ ୨୦୨୬ରେ ଶେଷ ହେବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ।ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି ବର୍ତ୍ତମାନ

ସିବିଆଇ ପଞ୍ଝାରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ

ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି ।୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ସିବିଆଇ। ଜିଏସ୍‌ଟି ରିଫଣ୍ଡ ପାଇଁ ୮୦ ହଜାର ଟଙ୍କା

ପ୍ରଥମ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ, ପୁରୀକୁ ଚାଲିବ ୪ଶହ ସ୍ଵତନ୍ତ୍ର ଟ୍ରେନ୍

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଥିଲା ପ୍ରଥମ ସମନ୍ଵୟ କମିଟି ବୈଠକ ।କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ନେଇ

ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି

ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।ଓଡ଼ିଶା ସଂଲଗ୍ନ ଛତିଶଗଡ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି ।

ଆକାଶରେ ଦୃଶ୍ୟମାନ ହେଲା ଅଦ୍ଭୁତ ଆଲୋକ ସ୍ଥାନୀୟ ଲୋକେ ଭୟଭୀତ

କୋଣାର୍କ:- 08/05/2026:- ଆଜି ସନ୍ଧ୍ୟା ସମୟରେ ପୂର୍ବ ଆକାଶରେ ଏକ ଧୂମକେତୁ ସଦୃଶ ଗତିଶୀଳ ଆଲୋକ ଦୃଶ୍ୟମାନ ହୋଇଥିଲା । ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଅନେକ ଲୋକ ଏହାକୁ ମୋବାଇଲରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । କିଛି ଲୋକ ଏହାକୁ ଗତି ଶୀଳ

କୁଜଙ୍ଗ ତା 8/5 କିଶୋରୀ ସୁରକ୍ଷ୍ୟା ସଚେତନତା

କୁଜଙ୍ଗ ଥାନାରେ ନୃତ୍ୟ ମାଧ୍ୟମରେ ପାଳନ କରାଯାଉଛି କୁଜଙ୍ଗ, ସମାଜରେ ଦିନକୁଦିନ ବଢିଚଲିଥିବା ସାଇବର ଠକେଇ,ନାବାଳିକା କିଶୋରୀ ମାନଙ୍କପ୍ରତି ଯୌନ ଉତ୍ପିଡ଼ନ ପରିପ୍ରେକ୍ଷୀରେ କୁଜଙ୍ଗ ଥାନା ପରିସରରେ ଏକ କିଶୋରୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଥାନାଅଧିକାରୀ ଶିବାସିସ ଦାସଙ୍କ

ଜେଏମଏଫସି କୋର୍ଟ ସ୍ଥାୟୀ ଗୃହ ନିର୍ମାଣ,କ୍ଷେତ୍ର ପରିଦର୍ଶନ ପାଇଁ ମାହାଙ୍ଗାରେ ଜିଲ୍ଲାଜଜ

, ମାହାଙ୍ଗା -୮ /୫ (ନିପ୍ର) ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ଠାରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଦୀର୍ଘଦିନୁ ଅସ୍ଥାୟୀ ଭାବେ ଜେ ଏମ ଏଫ ସି କୋର୍ଟ କାର୍ଯ୍ୟକରୁଥିବା ବେଳେ କୋର୍ଟର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇପାରୁନାହିଁ l ଏହି କୋର୍ଟ ଗୃହ ନିର୍ମାଣ

ଲଗଜରୀ କ୍ରୁଜ ସିପ୍ ରେ ହାଣ୍ଟାଭାଇରସ ସଂକ୍ରମଣ, ୩ ମୃତ, ଜାହାଜରେ ଅଛନ୍ତି ୨ ଭାରତୀୟ

ଆଟଲାଣ୍ଟିକ ମହାସାଗରରେ କେପ୍‌ ଭର୍ଡେ ନିକଟରେ ଅଟକି ରହିଥିବା କ୍ରୁଜ ଜାହାଜ ‘ଏମ୍‌ଭି ହଣ୍ଡିୟସ୍’ରେ ହଣ୍ଟାଭାଇରସ୍‌ ବ୍ୟାପିବା ଘଟଣା ଏବେ ସମସ୍ତଙ୍କୁ ଭୟଭୀତ କରିଛି ।ଜାହାଜରେ ଥିବା ଚାଳକଦଳ ସଦସ୍ୟଙ୍କ ମଧ୍ୟରେ ୨ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଜାହାଜରେ ଏ ପର୍ଯ୍ୟନ୍ତ ୫ଟି ସଂକ୍ରମଣ ମାମଲା

ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ । ବିଜେପି ବିଧାୟକ ଦଳ ବୈଠକରେ ନିଆଯାଇଛି ନିଷ୍ପତ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ସମସ୍ତ ବିଧାୟକ ସହମତି ପ୍ରଦାନ କରିଛନ୍ତି ।ଶନିବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ। କୋଲକାତାର ବ୍ରିଗେଡ୍‌

ଅପରାଧୀ ବର୍ତ୍ତିବା ଉଚିତ ନୁହେଁ: ସୁରେଶ ପୂଜାରୀ

ବାଲିଅନ୍ତା ଘଟଣାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଅପରାଧୀ ବର୍ତ୍ତିବା ଉଚିତ ନୁହେଁ । ଅପରାଧ ପ୍ରବଣତା ରୋକିବା ପାଇଁ ଆହୁରି ଯତ୍ନବାନ ହେବାକୁ ପଡିବ । ସରକାରରେ ଯେଉଁମାନେ ଅଛନ୍ତି ମୂଳ କାମ ରାଜଧର୍ମ କିପରି ପାଳନ କରିବେ । ଅପରାଧୀଙ୍କ

ଆଜି ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର, ଉପସ୍ଥିତ ରହିବେ ଅମିତ ଶାହ ଓ ମୋହନ ଚରଣ ମାଝୀ

ପଶ୍ଚିମହଙ୍ଗରୁ ଦିଦି ବିଦା ହେବା ପରେ କିଏ ହେବେ ବିଜେପି ମୁଖ୍ୟମନ୍ତ୍ରୀ ତାକୁ ନେଇ ବଢ଼ିଛି ଉତ୍କଣ୍ଠା । ଏହାରି ଭିତରେ ବିଜେପି ବିଧାୟକ ଦଳ ନେତା ନିର୍ବାଚନ କରିବାକୁ ଓ ମୁଖ୍ୟମନ୍ତ୍ରୀ ଚେହେରା ବାଛିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ

ଆଇଏସ୍‌ଆଇ ଟାର୍ଗେଟରେ ସୈନ୍ୟ ଶିବିର ଓ ଢାବା

ଆଇଏସଆଇ ଟାର୍ଗେଟ୍ ରେ ଦିଲ୍ଲୀ । ଦିଲ୍ଲୀ ଏବଂ ସୋନିପତର କିଛି ପ୍ରସିଦ୍ଧ ସ୍ଥାନରେ ଆକ୍ରମଣ ପାଇଁ ଷଡଯନ୍ତ୍ର । ୯ ଜଣ ଆତଙ୍କବାଦୀ ଗିରଫ ହେଲା ପରେ ସାମ୍ନାକୁ ଆସିଛି ସତ । ଯାହା ପଛରେ ପାକିସ୍ତାନର ହାତ ଥିବା ନେଇ ମଧ୍ୟ ପ୍ରମାଣ ମିଳୁଛି ।ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଦ୍ବାରା ଗିରଫ