କୁଜଙ୍ଗ ତା 8/5 କିଶୋରୀ ସୁରକ୍ଷ୍ୟା ସଚେତନତା
କୁଜଙ୍ଗ ଥାନାରେ ନୃତ୍ୟ ମାଧ୍ୟମରେ ପାଳନ କରାଯାଉଛି କୁଜଙ୍ଗ, ସମାଜରେ ଦିନକୁଦିନ ବଢିଚଲିଥିବା ସାଇବର ଠକେଇ,ନାବାଳିକା କିଶୋରୀ ମାନଙ୍କପ୍ରତି ଯୌନ ଉତ୍ପିଡ଼ନ ପରିପ୍ରେକ୍ଷୀରେ କୁଜଙ୍ଗ ଥାନା ପରିସରରେ ଏକ କିଶୋରୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଥାନାଅଧିକାରୀ ଶିବାସିସ ଦାସଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା ଶିବିର ରେ ସମ୍ମାନିତ ଅତିଥି ଭାବେ ମହଳା ଓ ଶିଶୁ ସୁରକ୍ଷା ଅଧିକାରିଣୀ ରାଜଶ୍ରୀ ସାହୁ,ସମାଜସେବୀକା ସ୍ନହମୟୀ ଆଚାର୍ଯ୍ୟ,ଏସଆଇ ରଶ୍ମିରଞନ ସାହୁ ପ୍ରମୁଖ ସାଇବର ସୁରକ୍ଷ୍ୟା,ଡଜିଟାଲ ସୁରକ୍ଷ୍ୟା,ସୁସ୍ଥ ମାନସିକତା ପୋଲିସ ପ୍ରଶାସନ ସହ ଉତ୍ତମ ସମ୍ୱନ୍ଧରେ ପାଲା ପରିବେଷଣ ମାଧ୍ୟମରେ କିଶୋରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।ଏହି ସଚେତନତା ଶିବିର ରେ ଅଙ୍ଗନ ବାଡି କର୍ମୀମାନଙ୍କୁ ସମେତ ବହୁ ସଂଖ୍ଯା ରେ କିଶୋରୀ ମାନେ ଉପସ୍ଥିତ ଥିଲେ। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ