ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀଚ୍ଛକ ନିକଟରେ ଥିବା ଶ୍ୟାସୁନ୍ଦର ଜଳଖିଆ ଦୋକାନ ଉପରେ ଶ୍ରମ ବିଭାଗ
ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀଚ୍ଛକ ନିକଟରେ ଥିବା ଶ୍ୟାସୁନ୍ଦର ଜଳଖିଆ ଦୋକାନ ଉପରେ ଶ୍ରମ ବିଭାଗ ଓ ବିଶ୍ଵ ଯୁବ କେନ୍ଦ୍ର ମିଳିତ ଭାବେ ଚଢଉ ବେଳେ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ବଅଁରପାଳ ଅଞ୍ଚଳ ରେ ଥିବା ଏହି ଜଳଖିଆ ଦୋକାନରେ ଶ୍ରମ ବିଭାଗର ବରମ୍ଭାର ସତର୍କବାଣୀ ଓ ତାଗିଦ ପରେ ବାଳ ଶ୍ରମିକ କୁ କାମରେ ନିୟୋଜିତ କରାଯାଉଥିବା ନେଇ ଅଭିଯୋଗ ହେlଇଥିଲା ଚଡ୍ଉରେ ସହକାରୀ ଶ୍ରମ ଅଧିକାରିଣୀ ଅରିଚିଷl ନାୟକ ଲକ୍ଷ୍ମୀ ବେହେରା, ଶନାଲିସା ଶବର ,ଜିଲ୍ଲା ଶିଶୁ କଲ୍ୟାଣ କମିଟି ପ୍ରତିନିଧି ଉତ୍କଳ ବାଳlଶ୍ରମ ଉପସ୍ଥିତ ଥିଲେ । ଉଦ୍ଧାର ହେଇଥିବା ଶିଶୁକୁ ଉପଯୁକ୍ତ ଯତ୍ନ ଓ ପୂର୍ନବାସ ବ୍ୟବସ୍ଥା ପାଇଁ ଉତ୍କଳ ବାଳlଶ୍ରମ ରେ ରଖା ଯାଇଛି।