ତହସିଲଦାରଙ୍କୁ ହତ୍ୟା ଉଦ୍ୟମ: ୭ଗିରଫ By HRTV DIGITAL Last updated Apr 19, 2026 ଯାଜପୁର ବ୍ୟାସନଗର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ; ୭ ଜଣ ଗିରଫ।-୫ ଟ୍ରାକ୍ଟର ସହ ୨ଟି ଜେସିବି ମେସିନ ବଜତ କଲା କୋରେଇ ପୋଲିସ।-ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼େଇ ହତ୍ୟା ଉଦ୍ୟମ କରାଯାଇଥିଲା।-କୋରେଇ ଥାନା ମୀନାବଜାର ଛକ ନିକଟରେ ହତ୍ୟା ଉଦ୍ୟମ କରାଯାଇଥିଲା।