ରାଜଧାନୀରେ ଲଜ୍ଜା; ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ରାଜଧାନୀରେ ଦୁଷ୍କର୍ମ। ଯୁବତୀଙ୍କ ଅଭିଯୋଗ ପରେ, ବନ୍ଧା ହେଲା ଅଭିଯୁକ୍ତ । ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।ଏହି ମାମଲାରେ ପାର୍ଲର ମାଲିକ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଖଣ୍ଡଗିରି ଥାନା ପୁଲିସ ଅଟକ ରଖି ପୁଲିସ ପଚରାଉଚରା କରୁଛି।ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଛି ପୋଲିସ । ପୀଡ଼ିତା ଜଣଙ୍କ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି ।