Browsing Category

ଆଜିର ଖବର

ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଶବ ହୋଇ ଆସିଥିବା ବୃଦ୍ଧା ଚେଇଁ ଉଠିଲେ

ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଶବ ହୋଇ ଆସିଥିବା ବୃଦ୍ଧା ଚେଇଁ ଉଠିଲେ | ଗଞ୍ଜାମ ପୋଲସରାରୁ ମହିଳା ଜଣଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ପୁରୀ ଅଣାଯାଇଥିଲା । ଚିତା ଯୋଗାଡ଼ଚାଲିଥିବା ବେଳେ ହଠାତ୍ ଉଠି ବସିଥିଲେ ବୃଦ୍ଧା । ଏହା ପରେ ବୃଦ୍ଧାଙ୍କୁ ନେଇ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ

ଦିଲ୍ଲୀରେ କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ !ମୁଖ୍ୟ ଅଭିଯୁକ୍ତ ଗିରଫ

ସଡ଼କ ଦୁର୍ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରର ଉପସଚିବ ନବଜୋତ ସିଂହଙ୍କ ମୃତ୍ୟୁ । ଦିଲ୍ଲୀର ଧୌଲା କୁଆଁ ଅଞ୍ଚଳର ରିଙ୍ଗ ରୋଡରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗଗନପ୍ରୀତ ମକ୍କଡକୁ ପୋଲିସ ଗିରଫ କରିଛି । ଘଟଣାକୁ ନେଇ ପୋଲିସ ଯାଞ୍ଚ କରିବା ପରେ

SIRକୁ ନେଇ ସୁପ୍ରିମକୋର୍ଟର ବଡ ରାୟ;କିଛି ଗଡ଼ବଡ଼ ହେଲେ ସମ୍ପୂର୍ଣ୍ଣ ପ୍ରକ୍ରିୟା ରଦ୍ଦ କରାଯିବ

ବିହାରରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖପୁନଃନିରୀକ୍ଷଣ(ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ତାଗିଦ କରିଛନ୍ତି। ଏସଆଇଆର କାର୍ଯ୍ୟ ପ୍ରଣାଳୀରେ ଯଦି କୌଣସି ବେଆଇନ କାର୍ଯ୍ୟ କିମ୍ବା ଗଡ଼ବଡ଼ ଦେଖିବାକୁ ମିଳେ, ତେବେ ସମ୍ପୂର୍ଣ୍ଣ

ଏଆରଟେଲ ଟାୱାରରୁ ବ୍ୟାଟିର ଚୋରିକରି ଜଣେ କୋର୍ଟଚାଲାଣ

ଗଣିଆ ( ବିଶ୍ୱରଂଜନ ସେଠି) ନୟାଗଡ ଜିଲ୍ଲା ଗଣିଆ ଥାନା ବେଲପଡ଼ାପାଟଣା ଗ୍ରାମରେ ଥିବା ଏଆରଟେଲ ଟାୱାରରୁ ଚଳିତ ମାସ ୬ ତାରିଖରେ ସତଟି ବ୍ୟାଟେରୀ ଚୋରି ହୋଇଥିବା ଗତ ୮.୯. ୨୫ତାରିଖ ଦିନ ଗଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଭିତ୍ତିକରି ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ

ଛାତ୍ର ସଂସଦ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସଂକେତ

ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସାରି ଛୁଟି ଘୋଷଣା ହୁଏ। ହେଲେ ଦଶହରାକୁ ଦିନ କେଇଟା ଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ପ୍ରସ୍ତୁତି ଏବେ ଯାଏଁ ଗ୍ରାଉଣ୍ଡରେ ହେଇନି।ଛାତ୍ର ସଂସଦ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସଂକେତ ଦେଇଛନ୍ତି । ରାଜ୍ୟ ସରକାର

ପିଏମ୍‌ କିସାନ : ଏହି ଦିନ ମିଳିବ ପରବର୍ତ୍ତୀ କିସ୍ତି !

ପିଏମ କିସାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ ଖବର । ସିଏମ କିସାନ ହିତାଧିକାରୀ KYC ଅପଡେଟ କରି ପିଏମ କିସାନରେ ସାମିଲ ହୋଇପାରିବେ । ଏବେ ସିଏମ କିସାନର ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ଥିବା ବେଳେ ପିଏମ କିସାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ଆହୁରି ଅଧିକ

ଅସୁବିଧାରେ ପଡିଲେ କେଉଁ ନମ୍ବରକୁ କଲ୍‌ କରିବେ ? 100 ନୁହେଁ 112

ପୂର୍ବରୁ ଫୋନରେ ୧୦୦ ନମ୍ବରରେ କଲେ ପୋଲିସ ସହାୟତା ମିଳୁଥିଲା । ସେହି ନମ୍ବରଟି ବଦଳି ଯାଇଛି । ଅର୍ଥାତ୍‌ ୧୦୦ ବଦଳରେ ୧୧୨ କୁ କଲ୍‌ କରିବାକୁ ପଡିବ । ତେବେ ପୋଲିସ,ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଏକକାଳୀନ ତିନୋଟି ସେବା ମିଳିବ | କେହି ଏହି ନମ୍ବରକୁ ଡାଏଲ କଲେ ବା ନିଜ ମୋବାଇଲର ପାଓ୍ବାର

କୋରାପୁଟ ଜିଲ୍ଲା ଜୟପୁର ସହରରୁ ଏକ ବିରଳ ସାପ ଉଦ୍ଧାର

କୋରାପୁଟ ଜିଲ୍ଲା ଜୟପୁର ସହରରୁ ଏକ ବିରଳ ସାପ ଉଦ୍ଧାର କରାଯାଇଛି। ସୋମବାର ସକାଳେ ସ୍ଥାନୀୟ ଗୌଡ଼ ସାହିରୁ ଏକ ଓରନେଟ୍ ଫ୍ଲାଇଂ ସ୍ନେକ୍ ପଶିଥିଲା ।ବନ୍ୟ ପ୍ରାଣୀ ଉଦ୍ଧାରକାରୀ ଦଳର ସଂସ୍ଥାପକ କୃଷ୍ଣ କେଶବ ଷଡ଼ଙ୍ଗୀ ଓ ତାଙ୍କ ସହଯୋଗୀ ଚନ୍ଦନ ଭିମିଡ଼ି ରୁବେନଙ୍କ ସହିତ ମିଶି ସମ୍ପୃକ୍ତ

ଦୂର ହେବ ସୁଭଦ୍ରାରୁ ବାଦ୍ ପଡିଥିବା ହିତାଧିକାରୀଙ୍କ ସମସ୍ୟା; ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ

'ସୁଭଦ୍ରା' ଯୋଜନା ଅଭିଯୋଗ ସମାଧାନ ମଡ୍ୟୁଲରର ଆରମ୍ଭ । ଉଦ୍‌ଘାଟନ୍ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଦୂର ହେବ ସମସ୍ୟା। ନୂଆ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ଯୋଜନାରେ ସାମିଲ ହୋଇପାରିବେ ଯୋଗ୍ୟ ହିତାଧିକାରୀ। ୨ ଲକ୍ଷ

 ରାଜଧାନୀର ସଫେଇ ମଜଦୁର ସଂଘ ଆନ୍ଦୋଳନ  ଡାକରା

BMCର ଶ୍ରମିକ ମାରଣ ନୀତି ବିରୋଧରେ ରାଜଧାନୀର ସଫେଇ ମଜଦୁର ସଂଘ ଆନ୍ଦୋଳନ ଡାକରା ଦିଆଯାଇଛି । ଦରମା ବୃଦ୍ଧି ଓ ବୋନସ ଦାବିରେ ଆସନ୍ତା ମଙ୍ଗଳବାରଠୁ ଅନର୍ଦ୍ଧିଷ୍ଟ କାଳ ଯାଏ ଝାଡୁ଼ ବନ୍ଦ ଆନ୍ଦୋଳନ ଚାଲିବ ।ଗତବର୍ଷ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବୋନସ ମିଳିଥିଲା । କିନ୍ତୁ ଚଳିତ ବର୍ଷ

ଆସନ୍ତା ୧୯ରୁ ହବିଷିଆଳି ପଞ୍ଜୀକରଣ

ଚଳିତ ବର୍ଷ ହବିଷିଆଳୀ ଯୋଜନାରେ ପୁରୀରେ ରହି ହବିଷ ବ୍ରତ ପାଇଁ ବ୍ରତଧାରୀମାନଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପ୍ରକ୍ରିୟା । ଆସନ୍ତା ୧୯ ତାରିଖ ପୂର୍ବାହ୍ନ ୧୦ଟାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆୟୋଜନ ହୋଇଛି ପ୍ରସ୍ତୁତି । ପ୍ରାୟ

ୱାକଫ୍‍ ଆଇନ ଉପରେ ସୁପ୍ରିମ ରାୟ: ସମ୍ପୂର୍ଣ୍ଣ ଆଇନ୍‌ ଉପରେ ରୋକ୍‌ ଲଗାଇବାର ଆବଶ୍ୟକତା ନାହିଁ

ୱକଫ୍‌ ଆଇନ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସମ୍ପୂର୍ଣ୍ଣ ଆଇନ୍‌ ଉପରେ ରୋକ୍‌ ଲଗାଇବାର ଆବଶ୍ୟକତା ନାହିଁ । ବଳବତ୍ତର ରହିବ ଆଇନ୍‌, କିଛି ପ୍ରାବଧାନରେ କଟକଣା । ଧାରା ୩୭୪ ଉପରେ ଲାଗିଲା କଟକଣା । ରାଜସ୍ୱ ରେକର୍ଡ ସହିତ ଜଡିତ ଧାରା ନିଷିଦ୍ଧ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ