Browsing Category

ଆଜିର ଖବର

 ଆସ୍ଥା, ଅନାସ୍ଥା, ଅବସ୍ଥା ଓ ବ୍ୟବସ୍ଥା ସବୁ ଆଲୋଚନା ପାଇଁ ବିଜେଡ଼ି ପ୍ରସ୍ତୁତ-ଅରୁଣ

ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ବନ ଦେଇଛନ୍ତି। ତେବେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି

24 ଘଣ୍ଟାରେ ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୩୫ -୪୫

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ ହୋଇଛି । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକାର ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ ହୋଇଛି । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍‌ ସହ କଣ୍ଟ୍ରାକ୍ଟ ବାତିଲ ହୋଇଛି । କଣ୍ଟ୍ରାକ୍ଟକୁ ଦିଲ୍ଲୀ ମେଟ୍ରୋ ରେଲ୍‌

ଆଜି କାରଗିଲ ବିଜୟ ଦିବସ

୧୯୯୯ରେ କାରଗିଲ୍‍ ବିଜୟ ଉତ୍ସବକୁ ମନେ ପକାଇ ଆଜିର ଦିନରେ ସାରା ଦେଶରେ ଉତ୍ସବର ମାହୋଲ ରହିଛି । ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧ ଏଭଳି ଏକ ଐତିହାସିକ ଯୁଦ୍ଧ ଥିଲା ଯେ ଭାରତର ପ୍ରତ୍ୟେକ ବ୍ୟକ୍ତି, ଯୁବପୀଢି ଏହା ବିଷୟରେ ଗର୍ବର ସହିତ ଆଲୋଚନା କରିଥାନ୍ତି । ଏହି ଯୁଦ୍ଧ ମେ ୩

OTET ବାତିଲ ଘଟଣାରେ ୬ ଅଧିକାରୀଙ୍କ ବଦଳି

ସ୍ୱତନ୍ତ୍ର ଓଡିଇଟି ପରୀକ୍ଷା ବାତିଲ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ସମ୍ପାଦକଙ୍କ ସମେତ ୬ ଅଧିକାରୀଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ବଦଳି ହେଲେ ୬ ଅଧିକାରୀ ।ଘଟଣାର ୬ ଦିନ ପରେ ବି

ପରିମଳ କର୍ମଚାରୀଙ୍କୁ ମିଳିବ ବାସଗୃହ ସହ ଜୀବନ ବୀମା

ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ

ହେବନି ନୂଆ ଆଉଟ୍‌ସୋର୍ସିଂ ନିଯୁକ୍ତି-ସରକାରଙ୍କ ବଡ଼ ଘୋଷଣା

ରାଜ୍ୟରେ ଏଣିକି ଠିକା ସଂସ୍ଥା(ଆଉଟ୍‌ସୋର୍ସିଂ) ଜରିଆରେ ସିଧାସଳଖ ନୂଆ ନିଯୁକ୍ତି ସିଧାସଳଖ ଦିଆଯିବ ନାହିଁ। ପୂର୍ବରୁ ଯେଉଁସବୁ ଆଉଟ୍‌ସୋର୍ସିଂ ସଂସ୍ଥାକୁ ମ୍ୟାନ୍‌ ପାଓ୍ବାର ଲାଗି ନିଯୁକ୍ତ କରାଯାଇଛି ତାହା ବଜାୟ ରହିବ ଏବଂ ସମ୍ପୃକ୍ତ ସଂସ୍ଥା ନବୀକରଣ କରିପାରିବେ। ହେଲେ ସମ୍ପୃକ୍ତ ସଂସ୍ଥା

ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ନୂଆଦିଲ୍ଲରେ କୌଣସି ଆଲୋଚନା ହୋଇନାହିଁ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରିବା ପରେ ସେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଏକ ବଡ଼ କଥା କହିଦେଇଛନ୍ତି। ରାଜ୍ୟର ସାଂଗଠନିକ ଓ ଅନ୍ୟାନ୍ୟ କାମ ବିଷୟରେ ଆଲୋଚନା ଲାଗି ନୂଆଦିଲ୍ଲୀ

ବାପଘର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଦେଲେ ବିବାହିତା ଝିଅ

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କନିକାପଡ଼ାର ଚାଞ୍ଚଲ୍ୟକର ଘଟଣା । ପ୍ରେମ ପାଇଁ ପରିବାରକୁ ବିଷ ପିଆଇ ଦେଲା ନୃଶଂସ ଝିଅ। ପରିବାରର ଏକ ଶିଶୁ କନ୍ୟା ସହ ୬ ଗୁରୁତର ମେଡିକାଲରେ ଭର୍ତ୍ତି । ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ ଜଣେ ବିବାହିତା ଝିଅ ତାଙ୍କ ବାପଘର ଲୋକଙ୍କ ଖାଦ୍ୟରେ ବିଷ

କଟକ ଆଜି ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଛୁଟି ଶନିବାର ବାତିଲ କରିଛନ୍ତି।ଏଥିରେ ଖିଲାପ କଲେ ଶୃଙ୍ଖଳାଗତ

ମହାନଦୀ ପବ୍ଲିକ ସ୍କୁଲର ନୂତନ ଭ୍ୟାନ ଉଦଘାଟନ ଉତ୍ସବରେ ଯୋଦେଲେ ବିଧାୟକ

ଗଣିଆ -(ବିଶ୍ୱରଂଜନ ସେଠି)ଗଣିଆରେ ଥିବା ଇଂରାଜୀ ମିଡିୟମ ମହାନଦୀ ପବ୍ଲିକ ସ୍କୁଲର ନୂତନ ସ୍କୁଲ ଭ୍ୟାନ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅୟନ ଫାଉଣ୍ଡେସନର ମୁଖ୍ୟ ଟ୍ରଷ୍ଟି ପଙ୍କଜ କୁମାର ସାହୁଙ୍କ ସହଯୋଗରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏହି

ନାବାଳିକା ଦୁଷ୍କର୍ମ ମାମଲାରେ ଫସିଲେ ୟଶ ଦୟାଲ

ଆଇପିଏଲ ଚାମ୍ପିଅନ୍‌ ଆରସିବିର ଦ୍ରୁତ ବୋଲର ୟଶ ଦୟାଲଙ୍କ ଅଡ଼ୁଆ ବଢ଼ିଲା । ତାଙ୍କ ନାଁରେ ପକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ୟଶ ଦୟାଲ ତାଙ୍କୁ କ୍ରିକେଟରେ କ୍ୟାରିୟରର ପ୍ରଲୋଭନ ଦେଖାଇ ଏବଂ ବ୍ଲାକମେଲିଂ କରି ଦୁଇ ବର୍ଷ ଧରି ଦୁଷ୍କର୍ମ