Browsing Category

ଆଜିର ଖବର

ଛତିଶଗଡର  ତିନୋଟି ଜିଲ୍ଲାରେ ମୋଟ  ୨୮  ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ତିନୋଟି ଜିଲ୍ଲାରେ ମୋଟ ୨୮ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଦନ୍ତେୱାଡା ପୋଲିସ ଏବଂ CRPF ଜବାନଙ୍କ ପ୍ରୟାସରେ ଏହି ସଫଳତା ମିଳିଛି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳରେ

IAS ସ୍ତରରେ ପୁଣି ଅଦଳବଦଳ, ରାଜେଶ ପ୍ରଭାକର ପାଟିଲ୍ ହେଲେ ସମବାୟ ସଚିବ

IAS ସ୍ତରରେ ପୁଣି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୁରୁବାର ୧୩ଜଣ IAS ଅଫିସରଙ୍କୁ ସରକାର ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ବିଜୟ କେତନ ଉପାଧ୍ୟାୟ ହୋଇଛନ୍ତି ସଂସ୍କୃତି ସଚିବ। ସେହିଭଳି ସମର୍ଥ

ଜମିରେ ଚିତୋଉ ପୋତି ପୂଜାକଲେ ଚାଷୀ ଅର୍ଜୁନ

ଗଣିଆ (,ବିଶ୍ୱରଞ୍ଜନ ସେଠି) ପବିତ୍ର ଚିତାଲାଗି ଅମାବାସ୍ୟା ଉପଲକ୍ଷେ ଗଣିଆ ବ୍ଳକର ଚାଷୀମାନେ ଜମିରେ ପୂଜାର୍ଚ୍ଚନା ପୂର୍ବକ ଚିତୋଉ ପୋତିଛନ୍ତି । ଚାଷୀମାନେ ଫୁଲ, ଦୀପ, ଧୁପ,ସିନ୍ଦୁର ଓ ଚିତୋଉ ପିଠା ନେଇ କ୍ଷୀରଚାଉଳ ଦେଇ ପୁଜା କରିଥିଲେ । ପରେ ଏହି ଚିତୋଉ ପିଠାକୁ ମାଟି ମା’

ବୀଣାପାଣି ଯୁବକ ସଂଘ ତରଫରୁ ସାପ କମୁଡ଼ାରୁ ସୁରକ୍ଷା ସଚେତନତା

ଗଣିଆ (,ବିଶ୍ୱରଞ୍ଜନ ସେଠି) ବର୍ତମାନ ବର୍ଷାରୁତୁ ଚାଲିଥିବାରୁ ସବୁଆଡ଼େ ସାପ କାମୁଡ଼ାରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏଥିପାଇର୍ ସରକାର ସାପ କମୁଡ଼ାରେ ମୃତ୍ୟୁ ମୁଖରୁ ବଂଚିବେ ସେଥିପାଇଁ ସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ପୂର୍ବାହ୍ନରେ ଗଣିଆସ୍ଥିତ ବୀଣାପାଣି ଯୁବକ

ଋଘୁନାଥ ଜୀଉ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନୂତନ ଗୃହ ପ୍ରବେଶ ଓ ସ୍ୱାଗତ ସମ୍ବର୍ଦ୍ଧନା

ଗଣିଆ, (ବିଶ୍ୱରଂଜନ ସେଠି) ଶିକ୍ଷାର ଆଲୋକରେ ମଣିଷ ଆଲୋକିତ ହୁଏ । ଜ୍ଞାନ ଗାରିମାରେ ତାର ଚିତବୃତି ଉଦଭାଷିତ ହୁଏ । ଜ୍ଞାନ ସହିତ ଅବବୋଧ ଓ ଆବେଗ ଶକ୍ତି ବିକଶିତ ହୁଏ । ବିଚାର ଶକ୍ତି ଉନ୍ନତି ସହିତ ସୁମଣିଷ ଓ ସୁନାଗରିକ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଗଣିଶିକ୍ଷା ବିଭାଗ

SI ନିଯୁକ୍ତି: ସମୟସୀମା ୩ ବର୍ଷ କୋହଳ

ହାଇକୋର୍ଟରେ ଓଡିଶା ପୋଲିସ ସବ୍‌ଇନ୍ସପେକ୍ଟର ନିଯୁକ୍ତି ମାମଲା । ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲୋ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଏଜି ପୀତାମ୍ବର ଆଚାର୍ଯ୍ୟ । କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ। ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ସରକାର

ଘର ସମ୍ପତ୍ତିକୁ ନେଇ ବାପାଙ୍କୁ ବାହାର ପଟୁ ତାଲା ପକାଇ ପୁଅ ଫେରାର

ସଂପତ୍ତି ବିବାଦର ନୂଆ ଚିତ୍ର। ଗୋଟିଏ ଘରେ ତାଲାପକାଇଲେ ଉଭୟ ବାପା ଓ ପୁଅ। ବାପା ଭିତରପଟୁ ତାଲା ପକାଇଥିବାବେଳେ ପୁଅ ବାହାର ପଟୁ ତାଲା ପକାଇଥିଲେ। ପୋଲିସ ଆସିବାରୁ ପୁଅ ଖୋଲିଲା ତାଲା I ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗାନ୍ଧି ନଗର ଚତୁର୍ଥ ଲାଇନ୍ ଅଞ୍ଚଳରେ।ପୁଅର ବାପା କହିଛନ୍ତି,

ବ୍ଲାକମେଲିଂ କରୁଥିଲେ ଯୁବକ, ଶେଷରେ ଜୀବନ ହାରିଦେଲେ ଯୁବତୀ

ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ବାପା। ମୃତ ଯୁବତୀଙ୍କ ଘର ରାୟଗଡ଼ା ଜିଲ୍ଲାରେ । ପ୍ରାୟ ଦେଢ଼ ବର୍ଷ ହେବ ସେ ଭୁବନେଶ୍ୱର ଡମଣା ଅଞ୍ଚଳରେ ଭଡା ଘରେ ରହି ସତ୍ୟଭାମା କଲେଜରେ ପାଠ ପଢୁଥିଲେ । ହେଲେ ଏବେ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଝିଅଙ୍କ ମୃତ୍ୟୁର

 ସ୍ବାମୀଙ୍କ ଜିଭ କାଟି ଗିଳିଦେଲେ ସ୍ତ୍ରୀ,ରକ୍ତ ବି ଛାଡିଲାନି ସବୁ ଚାଟିଦେଲେ

ବିହାରର ଗୟାରୁ ଏକ ଅଜବ ଏବଂ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଜିଭ କାଟି ଗିଳି ଦେଇଛନ୍ତି। ସ୍ବାମୀ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ, ସେ ସମସ୍ତ ରକ୍ତ ମଧ୍ୟ ପିଇଦେଲେ। ତା’ପରେ ସେ ଦୌଡ଼ି ପଳାଇଗଲେ ।ସ୍ୱାମୀଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି

ଆଇଏଏସ୍‌ ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ 

କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ IAS ଚକ୍ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ IAS ଚକ୍ମାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ,

ପ୍ରକାଶ ପାଇଲା ସ୍ପେଶାଲ OJEE 2025ର ଫଳାଫଳ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ବୋର୍ଡ ଆନୁଷ୍ଠାନିକ ଭାବରେ ସ୍ପେଶାଲ OJEE 2025 ର ଫଳାଫଳ ଘୋଷଣା କରିଛି। ଯାହା ସମଗ୍ର ଓଡ଼ିଶାରେ ବିଭିନ୍ନ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରବେଶ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ

ଗିରଫ ହେଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ

ବନ୍ଧା ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ସ୍ବତନ୍ତ୍ର କୋର୍ଟ ଚାଲାଣ କରାଯିବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଗତକାଲି ରେଡ୍