Browsing Category

ଆଜିର ଖବର

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି। ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସାରା ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । କାଳବୈଶାଖୀ ପ୍ରଭାବ ରହୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ଆଗାମୀ ୩ ଦିନରେ ବଢିବ ଦିନ ତାପମାତ୍ରା । ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢିପାରେ ପାରଦ। ୧୯ ଓ ୨୦ ତାରିଖ ବେଳକୁ

ପାନାବେଡା ସାହିତ୍ୟ ସଂସଦର ପ୍ରସ୍ତୁତି ବୈଠକ

ଚନ୍ଦାହାଣ୍ଡି - ତା ୧୭/୦୫ ପାନାବେଡା ସାହିତ୍ୟ ସଂସଦ ତରଫରୁ ଆଜି କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସମ୍ବାଦ ସାହିତ୍ୟ ଘର ସଭାପତି ବିରଞ୍ଚି ନାରାୟଣ ଦାଶ ଙ୍କ ନେତୃତ୍ୱରେ ଆଜି ଅଞ୍ଚଳର ଅନେକ ସାହିତ୍ୟ ପ୍ରେମୀ, କବି ଲେଖକ ସାହିତ୍ୟିକ ମାନେ ଉପସ୍ଥିତ ରହି

ବର୍ଷାରେ ଆମ୍ବ ଗୋଟାଇବା ହେଲା କାଳ, କାଳ ବୈଶାଖୀ ର ତାଣ୍ଡବ ରେ ଅସ୍ତ ବ୍ୟସ୍ତ ଧନ ଜୀବନ,ବଜ୍ରାଘାତରେ ଚାଲିଗଲା…

ନୟାଗଡ଼ ଜିଲ୍ଲା ଗଣିଆ ଥାନା ବଡ଼ମୂଳ ଗାଁ ସୁରେଶ ସାହୁ ଙ୍କ ୧୭ବର୍ଷର ନାବାଳିକା ଝିଅ କାଳ ବୈଶାଖୀ ସମୟ ରେ ଘର ପାଖରେ ଥିବା ଆମ୍ଭ ତୋଟା କୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା ଯାହା ଫଳରେ ଆମ୍ବ ଗଛ ମୂଳରେ ହିଁ ନାବାଳିକା ଜଣଙ୍କ ଟଳିପଡ଼ିଥିଲେ ପରେ ପରିବାର

ଭିଜିଲାନ୍ସ ହାତରେ ଧରାପଡିଲେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ପ୍ରାଇଭେଟ୍ କର୍ମଚାରୀ ଆଶୁତୋଷ ବଳିଆର

ଏବେ କଳାହାଣ୍ଡି ର ୫ ହଜାର ଲୋକ ହେବେ ଉପକୃତ

ଦୀର୍ଘ ଦିନର ସଂଘର୍ଷ ପରେ ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ଘୁଟୁରୁ ଖାଲ ଇନ୍ଦ୍ରାବତୀ ଜଳ ଭଣ୍ଡାର ଉପରେ ସେତୁ ନିର୍ମାଣ ପାଇଁ ମୋହନ ସରକାର ଦ୍ୱାରା ବ୍ୟୟ ଅଟକଳ ୧୨୫ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି lଥୁଆମୂଳ ରାମପୁର ବ୍ଲକ ତଥା ବିଶେଷ କରି ଜଳବନ୍ଦୀ ଅଞ୍ଚଳ ରେ

ପୁରୀ ଚକ୍ରତୀର୍ଥ ରୋଡରେ ନିର୍ମାଣଧୀନ କାନ୍ଥ ପଡି ଶ୍ରମିକ ମୃତ

ନିର୍ମାଣାଧୀନ କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ । ପୁରୀ ଚକ୍ରତୀର୍ଥ ରୋଡ୍‌ରେ ଘଟିଛି ଅଭାବନୀୟ ଘଟଣା । ନିର୍ମାଣାଧୀନ ଲଜ୍‌ରେ କାନ୍ଥ ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ କରିଛନ୍ତି ଉଦ୍ଧାର । ମୃତ ଶ୍ରମିକ ଜଗତସିଂହପୁର ଅଞ୍ଚଳର ପପୁ ବୋଲି

ଅଧିକ ପିଲା ଜନ୍ମ କଲେ ଟଙ୍କା ଦେବେ ସରକାର

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ହ୍ରାସ ପାଉଥିବା ଜନ୍ମହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଯୋଜନା ବିଷୟରେ ଘୋଷଣା କରିଛନ୍ତି । ଏହି ଯୋଜନାରେ ସରକାର ଏବେ ତୃତୀୟ ସନ୍ତାନ ପାଇଁ ୩୦

ସ୍ୱାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସାବିତ୍ରୀ । ସତ୍ୟବାନ ସାବିତ୍ରୀ ମନ୍ଦିରରେ ମହିଳା ଭକ୍ତଙ୍କ ଭିଡ଼ ।

କୋଣାର୍କ:- 16/05/2026 ହାତରେ ଭୋଗ ମନରେ ଉତ୍ସାହ । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଓ ଅଳତା ଧରି ଦେବାଳୟ ଆଗରେ ସଧବା ମହିଳାଙ୍କ ଭିଡ଼ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ପାଳୁଛନ୍ତି ମହିଳା । ହିନ୍ଦୁ ଶାସ୍ତ୍ର ପୌରାଣିକ କଥା ବସ୍ତୁ ଆଧାର ରେ ବିଭିନ୍ନ ମନ୍ଦିରରେ ପୂଜା କରି

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି

କାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ । କାଲି ରାତି ୧୦ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଦଳର ସର୍ବୋଚ୍ଚ ପଦବୀ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି

 କିନ୍ନରଙ୍କ ସାବିତ୍ରୀ ବ୍ରତ ପାଳନ

ରାଜଧାନୀରେ ନିଆରା ଢଙ୍ଗରେ ପାଳିତ ହୋଇଛି ପବିତ୍ର ସାବିତ୍ରୀ ବ୍ରତ । ସଧବା ମହିଳାଙ୍କ ଭଳି କିନ୍ନରମାନେ ମଧ୍ୟ ଗୁରୁଙ୍କ ମଙ୍ଗଳ ମନାସି ଏହି ବ୍ରତ ପାଳନ କରିଛନ୍ତି ।। କିନ୍ତୁ କିନ୍ନରମାନଙ୍କର ଏହି ବ୍ରତ ପାଳନ କରିବାର ଶୈଳୀ ସମ୍ପୂର୍ଣ୍ଣ ନିଆରା। ସେମାନେ ନିଜର କୌଣସି ସ୍ୱାମୀ ନ ଥାଇ ମଧ୍ୟ

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚକାଟ ପରାମର୍ଶବଳୀ

ବର୍ତ୍ତମାନର ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ପ୍ରଚଳିତ ଆନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି

ଭାରତରେ ପ୍ରଥମ ଥର କ୍ୟାପଟାଗନ ଟାବଲେଟ୍ ଜବତ, ଜଣେ ବିଦେଶୀ ଗିରଫ

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭାରତରେ ପ୍ରଥମ ଥର କ୍ୟାପଟାଗନ ଟାବଲେଟ୍ ଜବତ କରିଛି। ଏହାକୁ ‘ଜିହାଦୀ ଡ୍ରଗସ୍’ ନାମରେ ମଧ୍ୟ ଜଣାଯାଏ।ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ,ଏନ୍‌ସିବି ‘ଅପରେସନ୍‌ ରେଜପିଲ୍‌’ ଅନ୍ତର୍ଗତ ୧୮୨ କୋଟି ଟଙ୍କାର ବିପୁଳ