Browsing Category

ଆଜିର ଖବର

ଭାରତରେ ପ୍ରଥମ ଥର କ୍ୟାପଟାଗନ ଟାବଲେଟ୍ ଜବତ, ଜଣେ ବିଦେଶୀ ଗିରଫ

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭାରତରେ ପ୍ରଥମ ଥର କ୍ୟାପଟାଗନ ଟାବଲେଟ୍ ଜବତ କରିଛି। ଏହାକୁ ‘ଜିହାଦୀ ଡ୍ରଗସ୍’ ନାମରେ ମଧ୍ୟ ଜଣାଯାଏ।ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ,ଏନ୍‌ସିବି ‘ଅପରେସନ୍‌ ରେଜପିଲ୍‌’ ଅନ୍ତର୍ଗତ ୧୮୨ କୋଟି ଟଙ୍କାର ବିପୁଳ

ତରଭୁଜ ଖାଇ ଜୀବନ ଗଲା, ଜଣେ ମୃତ, ୪ ଗୁରୁତର

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ତରଭୁଜ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ସମେତ ୫ ଅସୁସ୍ଥ ହୋଇ ପଡ଼ିଥିଲେ l ଅସୁସ୍ଥ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ପରେ ଜଣେ ନାବାଳକଙ୍କର କଟକରେ ମୃତ୍ୟୁ ହୋଇଥିବା

ପୁରୀରେ ପୁଣି ଲଜ୍ଜା, ଛଅ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଛଅ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବୁଧବାର ବାତ୍ୟା ଆଶ୍ରୟସ୍ଥଳୀରେ ସାଙ୍ଗଙ୍କ ସହ ଖେଳୁଥିବା ବେଳେ କୁରୁକୁରି ଦେବାକୁ କହି ଡାକିଥିଲା ଅଭିଯୁକ୍ତ। ଶୌଚାଳୟକୁ ଡ଼ାକି ୨୫ ବର୍ଷର ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ପୋଷ୍ଟିଂ ଅର୍ଡର ବିଳମ୍ବ: ଆଦାୟ ହେବ ବେତନ

ସରକାରୀ କର୍ମଚାରୀଙ୍କ ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ ନିଷ୍କ୍ରିୟ ବେତନ । ବିଳମ୍ବ ଯୋଗୁଁ ଯେଉଁ ବେତନ ଅପଚୟ ହେବ ତାହା ସଂପୃକ୍ତ ଅଧିକାରୀ ଦେବେ । ଏନେଇ ସର୍କୁଲାର ଜାରି କରି

ସୋମବାର ସୁଦ୍ଧା ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ରହିବନି ଅଭାବ; ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ

ଆଜି ବି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼। ଭୋରରୁ ପେଟ୍ରୋଲ ଟାଙ୍କି ଲୋକଙ୍କ ଭିଡ଼ ଜମିଛି । ସାରା ରାଜ୍ୟରେ ତେଲ ପାଇଁ ହାହାକାର । ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା ଧରି ଗାଡ଼ି ଧରି ଛିଡ଼ା ହେଉଛନ୍ତି ଲୋକେ ।ଭୁବନେଶ୍ୱର ଏବଂ କଟକର ବିଭିନ୍ନ ପେଟ୍ରୋଲ

ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ସମୟ ସୀମା ବଢ଼ିଲା: ଉଭୟ ଦେଶ ୪୫ ଦିନର ଶାନ୍ତି ପାଇଁ ରାଜି

ୱାସିଂଟନ ଡିସିରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ୪୫ ଦିନ ପାଇଁ ଅସ୍ତ୍ରବିରତି ସମୟ ସୀମା ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଟମି ପିଗଟ୍ କହିଛନ୍ତି ଯେ, ଏହା ଦୁଇଟି ଫଳପ୍ରଦ ଦିନର ଆଲୋଚନା ପରେ ହୋଇଛି ଏବଂ ଏହା ପରେ ଜୁନ୍ ୨-୩

ନବରଙ୍ଗପୁରରେ ନିଆରା ବାହାଘର। କିନ୍ନର ସାଜିଲେ ନବବଧୂ   

ନବରଙ୍ଗପୁର ରେ ଦେଖିବାକୁ ମିଳିଛି ନିଆରା ବାହାଘର। ଜଣେ ଯୁବକ ବାହା ହୋଇଛନ୍ତି କିନ୍ନର ଯୁବତୀ ଙ୍କୁ, ବାହା ହେବା ପରେ ଘର ସଂସାର କରିବାକୁ ନିଷ୍ପତି ନେଇଛନ୍ତି ନବ ଦମ୍ପତି। ଉମରକୋଟ ରେ ଥିବା କିନ୍ନର ଆଖଡ଼ା ଗୃହରେ ଅତି ଧୁମ ଧାମରେ ଗତ ସୋମବାର ଦିନ ସମ୍ପର୍ଣ୍ଣ ହୋଇ ଯାଇ ଅଛି।

ନବରଙ୍ଗପୁର ରେ ସି ବି ଏସ ଇ ଟପ୍ପର ରୁଦ୍ର

ନାରାୟଣ ତା - ୧୬/୦୫ ଚଳିତ 2026 ମସିହା CBSE ଦ୍ୱାଦଶ ( ବିଜ୍ଞାନ ) ପରୀକ୍ଷାରେ P M Shree ଜବାହର ନବୋଦୟ ବିଦ୍ୟାଳୟ ଖାତିଗୁଡା, ନବରଙ୍ଗପୁରର ଛାତ୍ର ଶ୍ରୀ ରୁଦ୍ର ନାରାୟଣ ନାୟକ 93.8% , A1 grade ରଖି ବିଦ୍ୟାଳୟରେ ଟପ୍ପର ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସେ ଫୁଣ୍ଡେଲପଡା

ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦ୍ଵାରା ବାଲ୍ୟ ବିବାହ ବଡ ହିଁସର ଗ୍ରାମରେ

ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦ୍ଵାରା ବାଲ୍ୟ ବିବାହ ବଡ ହିଁସର ଗ୍ରାମରେ ଯୋଷମତି ସାହୁ,ଙ୍କ ଝିଅ ବାଲ୍ୟବିବାହ ଆୟୋଜନ ହେଉଥିବାର ଖବର ପାଇ ସମନ୍ଵିତ ଶିଶୁ ପ୍ରକଳ୍ପ ଅଧିକାରୀ , ବଅଁରପାଳ , ଆଇସିଡସ ସୁପରଭାଇଜାର ରଞ୍ଜିତା ମାଡ଼lମ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଷ୍ଣୁ

ପାଣି ସମସ୍ୟା ପାଇଁ ପଞ୍ଚାୟତ ସାମ୍ନା ରେ ପାଣି ଗରା ରଖି ଧାରଣା ଦେଲେ ଗ୍ରାମ ବାସୀ*

*ଲାଞ୍ଜିଗଡ, HR ଟିଭି ଓଡ଼ିଆ/ଶେଖର ସୁମନ ଦାଶ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ଅଫିସ ସାମ୍ନା ରେ ପାଣି ଗରା ଯାକ ରଖି ଧାରଣା ରେ ବସିଲେ କାକ ଭଟ୍ଟା ଗ୍ରାମ ବାସୀ l ସୂଚନା ଅନୁଯାଇ ଆଜକୁ ପ୍ରାୟ ପାଞ୍ଚ ଦିନ ହେଲା କାକ ଭଟ୍ଟା ଗ୍ରାମ ବାସୀ ପାଣି

ବଢିଲା ବସ ଭଡ଼ା,ସାଧାରଣ ଓ ଏକ୍ସପ୍ରେସ୍ ଗାଡ଼ିରେ କିଲୋମିଟର ପିଛା ଭଡ଼ା ବଢିଲା ୨ ପଇସା

ତେଲ ଦର ବଢିବା ପରେ ରାଜ୍ୟରେ ବଢିଲା ଘରୋଇ ବସ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଲା । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଛି । ସେପରି ସୁପର ଡିଲକ୍ସ ବସ୍ ଭଡ଼ାରେ ସର୍ବାଧିକ ୬ ପଇସା ବୃଦ୍ଧି ହୋଇଛି । ପରିବହନ କମିଶନରଙ୍କ

ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା -୧୫/୫ ମାହାଙ୍ଗା ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ଆନୁକୂଲ୍ୟରେ ଶହୀଦ ଭବନ ମଣିଯୋରୀ ଠାରେ ଦୁଇ ଦିବଂଗତ ପୁରୁଷ ଶତାୟୁ ଧର୍ମପ୍ରାଣ ମଧୁସୂଦନ ଦାସ ଏବଂ ବିଶିଷ୍ଟ ଶିକ୍ଷାବିତ ଚିତ୍ତରଞ୍ଜନ ରାଉତଙ୍କ ସ୍ମୁତିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l