Browsing Category
ଆଜିର ଖବର
ପାଣି ସମସ୍ୟା ପାଇଁ ପଞ୍ଚାୟତ ସାମ୍ନା ରେ ପାଣି ଗରା ରଖି ଧାରଣା ଦେଲେ ଗ୍ରାମ ବାସୀ*
*ଲାଞ୍ଜିଗଡ, HR ଟିଭି ଓଡ଼ିଆ/ଶେଖର ସୁମନ ଦାଶ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ଅଫିସ ସାମ୍ନା ରେ ପାଣି ଗରା ଯାକ ରଖି ଧାରଣା ରେ ବସିଲେ କାକ ଭଟ୍ଟା ଗ୍ରାମ ବାସୀ l ସୂଚନା ଅନୁଯାଇ ଆଜକୁ ପ୍ରାୟ ପାଞ୍ଚ ଦିନ ହେଲା କାକ ଭଟ୍ଟା ଗ୍ରାମ ବାସୀ ପାଣି!-->…
ବଢିଲା ବସ ଭଡ଼ା,ସାଧାରଣ ଓ ଏକ୍ସପ୍ରେସ୍ ଗାଡ଼ିରେ କିଲୋମିଟର ପିଛା ଭଡ଼ା ବଢିଲା ୨ ପଇସା
ତେଲ ଦର ବଢିବା ପରେ ରାଜ୍ୟରେ ବଢିଲା ଘରୋଇ ବସ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଲା । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଛି । ସେପରି ସୁପର ଡିଲକ୍ସ ବସ୍ ଭଡ଼ାରେ ସର୍ବାଧିକ ୬ ପଇସା ବୃଦ୍ଧି ହୋଇଛି । ପରିବହନ କମିଶନରଙ୍କ!-->…
ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ମାହାଙ୍ଗା -୧୫/୫ ମାହାଙ୍ଗା ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ଆନୁକୂଲ୍ୟରେ ଶହୀଦ ଭବନ ମଣିଯୋରୀ ଠାରେ ଦୁଇ ଦିବଂଗତ ପୁରୁଷ ଶତାୟୁ ଧର୍ମପ୍ରାଣ ମଧୁସୂଦନ ଦାସ ଏବଂ ବିଶିଷ୍ଟ ଶିକ୍ଷାବିତ ଚିତ୍ତରଞ୍ଜନ ରାଉତଙ୍କ ସ୍ମୁତିରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l!-->…
ପେଟ୍ରୋଲ ପମ୍ପ ରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଅଚାନକ ଚଢାଉ
ବର୍ତ୍ତମାନ ସମୟରେ ପେଟ୍ରୋଲ ପମ୍ପ ମାନଙ୍କରେ ତୈଳ ସଙ୍କଟ ଓ କିଛି ପେଟ୍ରୋଲ ପମ୍ପ ଆଉଟ୍ ଅଫ୍ ଷ୍ଟକ୍ ଘଟଣାର ସଠିକ୍ ଯାଞ୍ଚ ହେବା ଦରକାର। ଅନେକ ପେଟ୍ରୋଲ ପମ୍ପ ତେଲ ଥାଇ ମଧ୍ୟ ବନ୍ଦ କରି ଆଉ ଅଫ ଷ୍ଟକ୍ ବୋର୍ଡ ମାରି ବସୁଥିବା ଦେଖିବାକୁ ମିଳୁଛି। ଆଜି କନିକା ଛକ ସ୍ଥିତ ପେଟ୍ରୋଲ ପମ୍ପ ରେ କଟକ!-->…
କଲମପୁର ବ୍ଲକ କଂଗ୍ରେସର କର୍ମ୍ମୀ ସମ୍ମିଳନୀ
କଳାହାଣ୍ଡି,କଲମପୁର/HR ଟିଭି ଓଡ଼ିଆ (ଶେଖର ସୁମନ ଦାଶ ) : ଆଗାମୀ ତ୍ରୀସ୍ତରୀୟ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବ ସେଥି ପାଇଁ କଲମପୁର ବ୍ଲକ କଂଗ୍ରେସ ଦଳ ପକ୍ଷରୁ ମୀନଗୁର ମଣ୍ଡିଠାରେ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ତଥା କର୍ମକର୍ତ୍ତା ଚୟନ ଅନୁଷ୍ଠିତ!-->…
ମେ ୧୮ ଓ ୨୫ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ଆସନ୍ତା ମଇ ୧୮ ଓ ୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଆସନ୍ତା ସୋମବାର ମଇ ୧୮ ତାରିଖ ଓ ପରବର୍ତ୍ତୀ ସୋମବାର ମଇ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ | ପରବର୍ତ୍ତୀ ଅଭିଯୋଗ!-->…
ରଥଯାତ୍ରାରେ ଯାଞ୍ଚ ହେବ ଖାଦ୍ୟର ମାନ: ଜିଲ୍ଲାପାଳ
ଆଉ କାମ ଦିନ ରହିଲା ରଥ ଯାତ୍ରା | ତେବେ ଏହି ରଥଯାତ୍ରା ସମୟରେ ଯାଞ୍ଚ ହେବ ଖାଦ୍ୟର ମାନ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା । ବାହୁଡାରେ ଫୁଡ ଇନ୍ସପେକ୍ଟରଙ୍କ ଦ୍ୱାରା ଖାଦ୍ୟର ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟର ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ପଡିବ ।!-->…
ସରିଲା ପରିବହନ ଆୟୁକ୍ତଙ୍କ ବୈଠକ। ବନ୍ଦ ହେବନାହିଁ ଯାତ୍ରୀ ପରିବହନ ଏବଂ ଟ୍ରକ ଚଳାଚଳ
ସରିଲା ପରିବହନ ଆୟୁକ୍ତଙ୍କ ବୈଠକ । ବନ୍ଦ ହେବନାହିଁ ଯାତ୍ରୀ ପରିବହନ ଏବଂ ଟ୍ରକ ଚଳାଚଳ। ତେବେ ଏଭଳି ସ୍ଥିତିରେ ରାଜ୍ୟରେ ଯେପରି ଯାତ୍ରୀ ପରିବହନ ପ୍ରଭାବିତ ହେବନାହିଁ, ସେ ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲାରେ ୨ଟି ଲେଖାଏଁ ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ ନିଷ୍ପତ୍ତି ହୋଇଛି । ଯାହାକୁ ଘରୋଇ!-->…
ରାଜ୍ୟରେ ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ । ପେନସନ୍ଭୋଗୀଙ୍କ ଟି.ଆଇ.ରେ ମଧ୍ୟ ବୃଦ୍ଧି ।ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ!-->…
ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୩ ପୁଲିସ ନିଲମ୍ବିତ
ବଙ୍ଗଳାରେ ନୂଆ ସରକାର ଗଠନ ହେବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ହାଇପ୍ରୋଫାଇଲ ଆର.ଜି. କର ମାମଲା ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।ପଶ୍ଚିମବଙ୍ଗର କଳଙ୍କିତ ଅଧ୍ୟାୟ ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର!-->…
ମେ’ ୨୬ରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଆସନ୍ତା ମେ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଆସୁଛି ମୌସୁମୀ । ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିଥାଏ, ଯାହା ଭାରତରେ ଜୁନ୍ ରୁ!-->…
ଗୋଟିଏ ଅଫିସରେ ୩ ବର୍ଷରୁ ଉର୍ଦ୍ଧ୍ୱ ରହିଲେ ବଦଳି
ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି l ବିଭାଗ!-->…