Browsing Category
ଆଜିର ଖବର
ଡାକ୍ତର ଭାଇ କୁ ତଣ୍ଟିରେ ଗୋଡ଼ ଚିପି ମାରିଦେଲା ଭାଇ l
ଜମିବାଡ଼ି ବିବାଦକୁ ନେଇ ଗଡିଲା ମୁଣ୍ଡ । ବଡ ଭାଇଙ୍କ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ହୋମିଓ ପ୍ୟାଥି ଡାକ୍ତର ଭାଇର ମୃତ୍ୟୁ । ଏହିଭଳି ଏକ ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି ମହାକାଳପଡ଼ା ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବାରଡାଙ୍ଗ ଗ୍ରାମ!-->…
କୁଜଙ୍ଗରେ ତୈଳ ସଂକଟ କେଉଁଠି ଭିଡ଼, କେଉଁଠି ବନ୍ଦ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ପେଟ୍ରୋଲ, ଡିଜେଲ୍ ବ୍ୟବହାର ହ୍ରାସ
କୁଜଙ୍ଗରେ ତୈଳ ସଂକଟ କେଉଁଠି ଭିଡ଼, କେଉଁଠି ବନ୍ଦ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ପେଟ୍ରୋଲ, ଡିଜେଲ୍ ବ୍ୟବହାର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । ଏପଟେ ତେଲ ଗଚ୍ଛିତ ଥାଇ କୁଜଙ୍ଗ ଅଞ୍ଚଳର ଅନେକ ପେଟ୍ରୋଲ୍ ପମ୍ପରେ ତାଲା ଝୁଲୁଥିବା ବେଳେ!-->…
ଓଡିଶାରେ ମେ ୩୦ ତାରିଖରୁ ଆରମ୍ଭ ହେବ ଏସଆଇଆର
ଓଡ଼ିଶାରେ ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) । ଆସନ୍ତା ୩୦ ତାରିଖରୁ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ବିଏଲ୍ଓ (ବୁଥ୍ ସ୍ତରୀୟ ଅଧିକାରୀ) । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର.ଏସ ଗୋପାଳନ ।ମେ’ ୨୦ରୁ!-->…
ଆସନ୍ତା ବର୍ଷରୁ ନିଟ୍ ପରୀକ୍ଷା ଓଏମ୍ଆର ସିଟ୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ: ଧର୍ମେନ୍ଦ୍ର ପ୍ରଧାନ
ଏଣିକି ଅନଲାଇନରେ ହେବ ନିଟ୍ ପରୀକ୍ଷା । ଆସନ୍ତା ବର୍ଷରୁ ଅନଲାଇନରେ ହେବ ପରୀକ୍ଷା ଏନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – ଓଏମଆର ଅପେକ୍ଷା ସିବିଟି ଭଲା ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।!-->…
ରାଜ୍ୟରେ ପେଟ୍ରୋଲ, ଡିଜେଲ କୌଣସି ଅଭାବ ନାହିଁ : ମନ୍ତ୍ରୀ
ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ।ସାଧାରଣ ଲୋକ ଆତଙ୍କିତ ହୋଇ ପେଟ୍ରୋଲ ଡିଜେଲ କରୁଛନ୍ତି। ବୋତଲ, ଡବା ତେଲ ସଂରକ୍ଷଣ କରି ରଖୁଛନ୍ତି। ଆବଶ୍ୟକତାଠୁ ଅଧିକ ତେଲ କିଣୁଛନ୍ତି। ତେଣୁ ପେଟ୍ରୋଲ!-->…
ସଡ଼କ ଦୁର୍ଘଟଣାରେ ବାଇକି ଆରୋହୀ ମୃତ
ସ୍ଥାନ -ପାଲଲହଡା Date -15/5/ ଅନଗୁଳ ଜିଲ୍ଲା ସମଲ ଥାନା ବୁରୁକୁନା ପଂଚାୟତ ମହୀଧରପୁର ଗ୍ରାମର ସୁଶାନ୍ତ କୁମାର ସାହୁ ତାଳଚେର ସାଗର ଖିଲାର ଙ୍କ ଗାଡି ଚଳନ୍ତି, ଗାଡି ଖରାପ ହେବାରୁ ଟେଲକୋ ରେ ଗାଡି ଠିକ କରିବା ପାଇଁ ଭର୍ତ୍ତି କରି ଖମାର ପାତାଳ କଲୋନୀ ରେ ରହୁଥିବା ଘରକୁ ଯାଉଥିଲେ,!-->…
ତୈଳ ସଙ୍କଟ ବେଳେ ବଢ଼ିଲା ପେଟ୍ରୋଲ ମୂଲ୍ୟ, ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି
ମଧ୍ୟପ୍ରାଚ୍ୟ ଯୁଦ୍ଧର ସାଇଡ୍ ଇଫେକ୍ଟ। ତେଲ ପାଇଁ ଟାଙ୍କିରେ ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ୍। ରାଜ୍ୟର ପ୍ରାୟ ଅନେକ ଜିଲ୍ଲାରେ ଏବେ ଦେଖାଦେଇଛି ତେଲ ସଙ୍କଟ l ଅନେକ ଟାଙ୍କିରେ ତେଲ ନଥିବା ବେଳେ ଯେଉଁଠି ତେଲ ରହିଛି ସେହି ଟାଙ୍କିରେ ଲୋକଙ୍କ ଭିଡ଼ l ଭୁବନେଶ୍ୱରରେ ବିଭିନ୍ନ ପେଟ୍ରୋଲ!-->…
ଜୁନ ୨୧ରେ ନିଟ-ୟୁଜି ପୁନଃ ପରୀକ୍ଷା ଘୋଷଣା କଲା ଏନଟିଏ
NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଆସନ୍ତା ଜୁନ୍ ୨୧, ୨୦୨୬ (ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ!-->…
ଦେଶବ୍ୟାପୀ ଲିଟର ପିଛା ୩ ଟଙ୍କା ଲେଖାଏଁ ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍
ପଶ୍ଚିମ ଏସିଆ ବିବାଦ ପରେ ବିଶ୍ବରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି।ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି । ଗ୍ରାହକମାନଙ୍କୁ ଏହାର!-->…
୧୯ ଯାଏଁ କାଳବୈଶାଖୀ ବର୍ଷା
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବା ସମ୍ଭାବନା ରହିଛି। ହେଲେ ଏହା ପୂର୍ବରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି!-->…
ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ ଅଛି : ଯୋଗାଣ ସଚିବ
ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ। ସେ କହିଛନ୍ତି ଯେ ରାଜ୍ୟରେ ତେଲ ସଙ୍କଟ ନାହିଁ। ପେଟ୍ରୋଲ ଓ ଡିଜେଲ ଯଥେଷ୍ଟ ମହଜୁଦ ରହିଛି। ରାଜ୍ୟରେ ଥିବା ୨୮ ଶହ ପେଟ୍ରୋଲ ପମ୍ପରୁ ମାତ୍ର ୨୦ରୁ ୩୦ଟି ତେଲ ଟାଙ୍କିରେ ତେଲ ସରିଯାଇଛି। କିଛି ପେଟ୍ରୋଲ ପମ୍ପ ମାଲିକ!-->…
ବ୍ୟକ୍ତିଗତ ସୁରକ୍ଷା ପାଇଁ ବ୍ୟବହୃତ ପାଇଲଟ ଗାଡ଼ିକୁ ହଟାଇଲେ ଉପ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ପାଇଲଟ ଓ ଏସକର୍ଟ ଗାଡି ଗୁଡିକୁ ହଟେଇ ଦେଇଛନ୍ତି। ଆଜିଠାରୁ ସଚିବାଳୟ ଯିବା କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କେବଳ!-->…