ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦ୍ଵାରା ବାଲ୍ୟ ବିବାହ ବଡ ହିଁସର ଗ୍ରାମରେ
ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦ୍ଵାରା ବାଲ୍ୟ ବିବାହ ବଡ ହିଁସର ଗ୍ରାମରେ ଯୋଷମତି ସାହୁ,ଙ୍କ ଝିଅ ବାଲ୍ୟବିବାହ ଆୟୋଜନ ହେଉଥିବାର ଖବର ପାଇ ସମନ୍ଵିତ ଶିଶୁ ପ୍ରକଳ୍ପ ଅଧିକାରୀ , ବଅଁରପାଳ , ଆଇସିଡସ ସୁପରଭାଇଜାର ରଞ୍ଜିତା ମାଡ଼lମ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଷ୍ଣୁ ପ୍ରସାଦ ପାତ୍ର,ବିଶ୍ଵ ୟୁବକେନ୍ଦ୍ର ର , ପ୍ରକଳ୍ପ ସହାୟିକା, ଲକ୍ଷ୍ମୀ ବେହେରା, ସୋନାଲିଷl ଶବର ଅଙ୍ଗନୱାଡ଼ି କର୍ମୀ , ଆଶା, ସି ଆର ପି, ଗ୍ରାମ ସଭାପତି ମାନଙ୍କ ମିଳିତ ଉଦ୍ୟମରେ ସେଠାରେ ପହଞ୍ଚି ଝିଅ ର ପିତା ମାତାଙ୍କୁ ବାଲ୍ୟବିବାହର କୁପରିଣାମ , ସ୍ୱାସ୍ଥ୍ୟ ଗତ ସମସ୍ୟା,ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ ବିଷୟରେ ଅବଗତ କରାଗଲା ଏବଂ ଚୁକ୍ତିନାମା ସ୍ୱାକ୍ଷର କରlଗଲା l