ଆଜି କୁଜଙ୍ଗ ଓକିଲ ସଂଘ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳନ

କୁଜଙ୍ଗ ତା28/4 କରାଯାଇଅଛି l କୁଜଙ୍ଗ ବାର ଆସୋସିଏସନର ସଭାପତି ସଞ୍ଜୟ କୁମାର ବେହେରା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମାନ୍ୟବର ଜେ ମ୍ ଏଫ ସି ଶ୍ରୀଯୁକ୍ତ ରାଜେଶ କୁମାର ମିଶ୍ର ଓ ବାର ଆସୋସିଏସନର ସମ୍ପାଦକ ରଞ୍ଜିତ ବିଶ୍ଵାଳ, ଉପ ସଭାପତି ଦୀପକ କୁମାର ନାୟକ,ଯୁଗ୍ମସଂପାଦକ ଜ୍ଞାନ ରଞ୍ଜନ ବିଶ୍ଵାଳ, ସହ ସମ୍ପାଦକ ପ୍ରିୟମ୍ବଦା ପାଣି,ବରିଷ୍ଠ ଆଇନଜୀବୀ ସତ୍ୟାନନ୍ଦ ବିଶ୍ଵାଳ, ଅମୃତ ଦାସ, ରମେଶ ଚନ୍ଦ୍ର ଦାସ, ଭାଗୀରଥୀ ମହାପାତ୍ର, ଅଭିମନ୍ୟୁ ସ୍ୱାଇଁ, ଶ୍ରୀଧର ମିଶ୍ର, ପ୍ରଣୟ ପରିଜା, ସୁବର୍ଣ୍ଣ ମିଶ୍ର,ନମିତା ମହାନ୍ତି, ସେଲିନାମୟି ବିଶ୍ଵାଳ,ରଶ୍ମିରଞ୍ଜନ ସାମନ୍ତରାୟ, ଶଶୀଭୁଷଣ ସ୍ୱାଇଁ,କରୁଣାକର ସାହୁ, ପରେଶ ନାଥ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ l କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ