ଆଜି କୁଜଙ୍ଗ ଥାନା ପୋଲିସ ଦ୍ୱାରା ଅଭିଯୁକ୍ତ ବ୍ୟକ୍ତି ପଞ୍ଚୁ ସାମଲ

କୁଜଙ୍ଗ, ତା ୨୮/୦୪/୨୦୨୬: ଆଜି କୁଜଙ୍ଗ ଥାନା ପୋଲିସ ଦ୍ୱାରା ଅଭିଯୁକ୍ତ ବ୍ୟକ୍ତି ପଞ୍ଚୁ ସାମଲ (୩୫), ପିତା- ସୁବାସ ସାମଲ, ଗ୍ରାମ- ଗଣ୍ଡକିପୁର, ଥାନା- କୁଜଙ୍ଗ, ଜିଲ୍ଲା- ଜଗତସିଂହପୁରଙ୍କୁ କୁଜଙ୍ଗ ଥାନା କେସ ନଂ ୧୫/୨୬ ଅନୁଯାୟୀ ନିମ୍ନଲିଖିତ BNS ଧାରାଗୁଡ଼ିକରେ ଗିରଫ କରାଯାଇ ମାନ୍ୟବର କୋର୍ଟକୁରେ ହାଜର କରାଯାଇଛି।_ଧାରା: 329(4)/126(2)/115(2)/117/296(b)/74/76/109(1)/351(2)/3(5) BNS_ ଗୃହ-ଅନଧିକାର ପ୍ରବେଶ ଅନ୍ୟାୟ ଅବରୋଧ ସ୍ବେଚ୍ଛାକୃତ ଆଘାତ _ଗୁରୁତର ଆଘାତ_ ଅଶ୍ଳୀଳ କାର୍ଯ୍ୟ_ _ମହିଳାଙ୍କ ଶାଳୀନତା ଭଙ୍ଗ ଉଦ୍ଦେଶ୍ୟରେ ଆକ୍ରମଣ_ _ମହିଳାଙ୍କୁ ନିବସ୍ତ୍ର କରିବା ଉଦ୍ଦେଶ୍ୟରେ ଆକ୍ରମଣ_ ହତ୍ୟା ଉଦ୍ୟମ ଆପରାଧିକ ଧମକ ସାଧାରଣ ଉଦ୍ଦେଶ୍ୟ କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ