କୁଜଙ୍ଗ ବିରବର ସାମନ୍ତ ଟ୍ରଷ୍ଟ ତରଫରୁ କୁଜଙ୍ଗ ମହୋତ୍ସବ ଉଦ୍ଘାଟନ

(କୁଜଙ୍ଗ ବୀରବର ସାମନ୍ତ ଟ୍ରଷ୍ଟ ତରଫରୁ କୁଜଙ୍ଗ ମହୋତ୍ସବ ଉଦ୍ଘାଟନ) କୁଜଙ୍ଗ ମହୋତ୍ସବ ଉଦ୍ଘାଟନ କଲେ ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକ, ଓଡ଼ିଶା ସରକାର ଙ୍କ ର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ଡା ବିଭୁ ପ୍ରସାଦ ତରାଇ ଜଗତସିଂହପୁର ଜିଲ୍ଲା ର ଜିଲ୍ଲାପାଳ ଶ୍ରୀଯୁକ୍ତ କେ ସୋନାଲ,ମହୋତ୍ସବ ର ସଭାପତି ତଥା କୁଜଙ୍ଗ ତହସିଲଦାର ଶ୍ରୀଯୁକ୍ତ ସୁରୂପ ନନ୍ଦନ ବେହେରା ଜଗତସିଂହପୁର ଏସପି ବୀରବର ସାମନ୍ତ ଙ୍କ ଫଟୋ ରେ ପୁଷ୍ପ ଦେଇ ସବୁ ଅତିଥି ମାନେ କୁଜଙ୍ଗ ମହୋତ୍ସବ କୁ ଉଦଘାଟନ କରିଥିଲେ, ବୀରବର ସାମନ୍ତ ଙ୍କ କିପରି ପାରାଦୀପ ପୋର୍ଟ କିପରି ସହଯୋଗ ଥିଲା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ, କୁଜଙ୍ଗ ରେ 5ଦିନ ଧରି ଏହି କୁଜଙ୍ଗ ହାଇସ୍କୁଲ ପଡିଆ ରେ ଚାଲିବ, କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ, HRTV ଓଡ଼ିଆ