ପୁଣି ଘୁଞ୍ଚିଲା OTET ପରୀକ୍ଷା: ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା
ଗୋଟିଏ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଢ଼ୁଥିବା ଚିନ୍ତାର ଅବସାନ ଘଟିଛି । ଆରଆଇ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି । ନୂତନ ସୂଚୀ ଅନୁସାରେ, ଜୁନ୍ ୨୮ରେ ଆରଆଇ ପରୀକ୍ଷା ଆୟୋଜିତ ହେବ । ଅନ୍ୟପଟେ, ଜୁଲାଇ ୫ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଆଡମିଟ୍ କାର୍ଡ ଡାଉନଲୋଡ୍ କରି ସାରିଥିଲେ, ଆଉ ଥରେ ଡାଉନଲୋଡ୍ ପାଇଁ ବାରଣ କରାଯାଇଛି। ୯ଟାରୁ ୧୧ଟା ୩୦ ପେପର-୧, ଅପରାହ୍ଣ ୨ଟାରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ। ଜୁନ୍ ୨୮ରେ ଆରଆଇ, ଅମିନ ପରୀକ୍ଷା ପଡୁଥିବାରୁ ଦୁନ୍ଦ୍ୱ ସୃଷ୍ଟି ହୋଇଥିଲା।