କୋଣାର୍କ – ବଜ୍ରାଘାତ ରେ ଜଣେ ମୃତ


କୋଣାର୍କ – ବଜ୍ରାଘାତ ରେ ଜଣେ ମୃତ। ମୃତକ ବ୍ୟକ୍ତି ଜଣକ ହେଉଛନ୍ତି କୋଣାର୍କ ଥାନା ଅଧିନସ୍ଥ କାନ୍ତିମଳା ଗ୍ରାମର ବାଇଧର ବଳ ବୟସ ୫୦ରୁ ଉର୍ଦ୍ଧ ହେବ ଅନୁମାନ କରାଯାଉଛି। ମୃତ ବାଇଧର ନିଜ ବିଲରେ ତଳି ଓପାଡିବା ବେଳେ ବଜ୍ରାଘାତ ରେ ମୃତ୍ୟୁ ବରଣ କରିଛନ୍ତି।