କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୭9ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ।

କୋଣାର୍କ:-31/07/2025 :- ଆସନ୍ତା ୭୯ ତମ ସ୍ଵାଧୀନତା ଦିବସ ପାଳନ ପାଇଁ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଭିନ୍ନ ସ୍କୁଲ ,କଲେଜର ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଧିଜୀବି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ଚଳିତ ବର୍ଷ ସ୍ବାଧୀନତା ଦିବସ ପୂର୍ବରୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରତିଯୋଗିତା କରାଯିବା ସହ ପ୍ୟାରେଡ଼ କୁ ଗୁରୁତ୍ୱ ଦେଇଛନ୍ତି।

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନିସିଲର ଓ ଚେୟାରମ୍ୟାନ।ଅନ୍ୟପକ୍ଷରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଓ୍ୟାର୍ଡର ସମସ୍ତ ସ୍କୁଲ ,କଲେଜ ର ଛାତ୍ରଛାତ୍ରୀ ମାନେ କିପରି ସୁକ୍ଷଳା ସହ ଆସିବେ କୋଣାର୍କ ଯେପରି ଅଘଟଣ ନହେବ ସେଥିପାଇଁ କୋଣାର୍କ ପୋଲିସ ଙ୍କୁ ଦାଇତ୍ଵ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଙ୍କ ଯିବା ଆସିବା ଉପରେ ନଜର ରଖିବ।କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ବୋଲି ମତ ରଖିଛନ୍ତି।ଚେୟାରମ୍ୟାନ ସଞ୍ଜୁତା ତ୍ରୀପାଠୀ କୋଣାର୍କ ରୁ ପ୍ରକାଶ କାଣ୍ଡି