ଚାମେଲିଙ୍କ ନାଁରେ ଏତଲା ଦେଲେ ବିଡିଓ
ଚାମେଲିଙ୍କ ନାଁରେ ଏତଲା ଦେଲେ ବିଡିଓ l ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଏଫଆଇଆର । ମହାକାଳପଡା ଥାନାରେ ଅଭିଯୋଗ କଲେ ମହାକାଳପଡା ବିଡିଓ । ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଏବଂ ବିନା ଅନୁମତିରେ ଭିଡିଓ ରେକଡିଂ କରିବା ନେଇ ଚାମେଲିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ବିଡିଓ l
