ତିଖିରି ସରପଞ୍ଚ ଚାମେଲୀ ଓଝା ମହାକାଳପଡ଼ା ବିଡ଼ିଓ By HRTV DIGITAL Last updated Jun 12, 2026 ତିଖିରି ସରପଞ୍ଚ ଚାମେଲୀ ଓଝା ମହାକାଳପଡ଼ା ବିଡ଼ିଓ, ବିଜେପିର ସାତ କର୍ମି, ମହାକାଳପଡ଼ା IIC ଙ୍କ ସହିତ ୩ ମହିଳା କନେଷ୍ଟବଳଙ୍କ ନାଁରେ ଆଜି ରାତିରେ ଏତଲା ଦେଇଛନ୍ତି. କେନ୍ଦ୍ରାପଡା SDPO ମହାକାଳପଡ଼ା ଥାନାରେ ଏହି ଏତଲା ଗ୍ରହଣ କରିଛନ୍ତି.