Browsing Category

ଆଜିର ଖବର

ବଢିବ ୫୦୨ ମେଡିକାଲ ପିଜି ସିଟ!

ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ସ୍ନାତକୋତ୍ତର (ପିଜି) ସିଟ୍ ବୃଦ୍ଧି କରିବା ପାଇଁ ଯୋଜନା କରୁଛନ୍ତି।ରାଜ୍ୟର ୧୨ଟି ସରକାରୀ ମେଡିକାଲ କଲେଜରେ ୫୦୨ଟି ଅତିରିକ୍ତ ପିଜି ସିଟ୍ ସୃଷ୍ଟି କରିବା ପାଇଁ ସ୍ୱାସ୍ଥ୍ୟ ଏବଂ

ଛାମୁଣ୍ଡିଆ ବନ ବିଭାଗ ତରଫରୁ ମା’ ବାଟ ପନ୍ଥେଇଙ୍କ ପୀଠ ସଫେଇ

ଗଣିଆ,(ବିଶ୍ୱରଂଜନ ସେଠି) ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗର ଛାମୁଣ୍ଡିଆ ବନାଂଚଳ ପକ୍ଷରୁ ଶୁକ୍ରବାର ଦିନ ମା’ ବାଟ ପନ୍ଥେଇଙ୍କ ପୀଠ ସଫେଇ କରାଯାଇଛି । ବନାଂଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ତତ୍ୱାବଧାନରେ ବନ କର୍ମଚାରୀମାନେ ସଫେଇ କରିଥିଲେ । ଚଳିତ ବର୍ଷ ମା’ ବାଟ ପନ୍ଥେଇଙ୍କ

ଆଦର୍ଶ ବିଦ୍ୟାଳୟ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଗଣିଆ,(ବିଶ୍ୱରଂଜନ ସେଠି .) ଗଣିଆ ବ୍ଳକ ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶୁକ୍ରବାର ପୂର୍ବାହ୍ନରେ ପ୍ରବେଶିକା ପରୀକ୍ଷା କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରବେଶିକା ପରୀକ୍ଷାରେ ଗଣିଆ ବ୍ଳକର ୬ଷଷ୍ଠଠାରୁ ୧୦ମଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାକୁ ନାମ ଲେଖାଇବା

ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭାମୂଲ୍ୟବୋଧ ସଂସ୍କାର ଓ ମାନବିକତା…

ଗଣିଆ, (ବିଶ୍ୱରଂଜନ ସେଠି) ଗଣିଆ ବ୍ଲକସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜଣେ ଅଧ୍ୟାପକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସଲିଳା ସେଠୀଙ୍କ ଅଧ୍ୟକ୍ଷତାରେ ଅତିଥିଭାବେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର

ଦକ୍ଷତାର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ଯେ, ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଜକୁ

ଖୁବଶୀଘ୍ର ଶ୍ରୀଗୁଣ୍ଡିଚା ଦର୍ଶନ : ୧୦ଟଙ୍କା ଦେଲେ ଦର୍ଶନ

ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ସରିବ କାର୍ଯ୍ୟ ।ମନ୍ଦିର ସଂରକ୍ଷଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ ଆହୁରି କହିଛନ୍ତି ଯେ, ସର୍ବସାଧାରଣ ଦର୍ଶନ ନେଇ

କାଇଟ ମ୍ୟାନ ପ୍ରଭାତ,ଆନ୍ତର୍ଜାତୀୟ କାଇଟ ପ୍ଲେୟାର ସୃଷ୍ଟି ପାଇଁ ଦେଉଛନ୍ତି ପ୍ରଶିକ୍ଷଣ

ଖୋର୍ଦ୍ଧା ଜଟଣୀର ପ୍ରଭାତ କୁମାର ପୃଷ୍ଟି…ଏବେ ସେ ଜଣେ ଜଣାଶୁଣା ଜାତୀୟ ଓ ଆନ୍ତର୍ଜାତୀୟ କାଇଟ ପ୍ଲେୟାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶାରେ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟମାନଙ୍କୁ ଶିଖାଉଛନ୍ତି ଗୁଡି ଉଡାଇବାର କୌଶଳ ।ଗୁଡି ଉଡାଇବାରେ ଅନେକ

ଥଲାପତି ବିଜୟଙ୍କ ‘ଜନ ନାୟଗନ’ ଉପରେ ମାଦ୍ରାସ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି,  ମିଳିଲା UA ସାର୍ଟିଫିକେଟ୍

ବିଜୟ ଥାଲାପତିଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ । ବିଜୟଙ୍କ ଫିଲ୍ମ ଆଜି ରିଲିଜ ହେବାକୁ ରହିଥିଲା, କିନ୍ତୁ ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଯାଇଥିଲା । ଏହାପରେ ଫିଲ୍ମ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(CBFC) ତରଫରୁ କ୍ଲିଏରାନ୍ସ

ଜୀବନ ବଞ୍ଚାଇଲେ CISF ଯବାନ, ଅସୁସ୍ଥ କର୍ମଚାରୀଙ୍କୁ ଠିକଣା ସମୟରେ ପ୍ରୟୋଗ କରିଥିଲେ CPR

ଜଣଙ୍କ ଜୀବନ ବଞ୍ଚାଇଲେ CISF ଯବାନ। ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିମାନ ବନ୍ଦରରେ ଡ୍ୟୁଟିରେ ଥିବା ଦୁଇ ଜଣ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା CISF ଯବାନଙ୍କ କାର୍ଯ୍ୟକୁ ନେଇ ଏବେ ଛୁଟିଛି ପ୍ରଶଂସାର ସୁଅ ।ସୂଚନା ଅନୁଯାୟୀ, ବିମାନ ବନ୍ଦର

କମିବନି ଭକ୍ତନିବାସ ପାର୍କିଂ ଫି-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରୀମନ୍ଦିର

କେନ୍ଦ୍ରାପଡା: ଭଡା ଘରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ଭଡା ଘରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ବିଇଡି ପାଇଁ ଯୁବତୀ ପ୍ରସ୍ତୁତି କରୁଥିବା ବେଳେ ଗତକାଲି(ଗୁରୁବାର) ତାଙ୍କ ମୃତଦେହ ମିଳିଛି । ପରିବାରଲୋକେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏପରି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଟାଉନ ଥାନା

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୨୫ ହଜାର ଟଙ୍କା

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ପରିବହନ ମନ୍ତ୍ରୀମାନଙ୍କର ଏକ ଜାତୀୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବହୁତ ଜଲଦି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କ୍ୟାସ ଲେସ ଟ୍ରିଟ ମେଣ୍ଟ ଯୋଜନା ଆସିବ ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ