Browsing Category

ଆଜିର ଖବର

କୁଜଙ୍ଗ ପୋଲିସ ଦ୍ୱାରା ଚୋରା ମଦ ଜବତ, ୩ ଗିରଫ

କୁଜଙ୍ଗ ତା 28/8ବିଶ୍ୱସ୍ତ ସୂଚନା ଆଧାରରେ ଏସ୍.ଆଇ ଆର୍.ଆର୍. ସାହୁ ଅନ୍ୟ ଥାନା କର୍ମଚାରୀଙ୍କ ସହ ଅଗପାଳ ଆଦର୍ଶ ସ୍କୁଲ ନିକଟରେ ଥିବା ବିନୟ କୁମାର ନାଥଙ୍କ ପୁଅ ଅଭୟ କୁମାର ନାଥଙ୍କ ପାନ ଦୋକାନ ଉପରେ ଚଢାଉ କରି ଦୋକାନରୁ ଏବଂ ତାଙ୍କ ଦୁଇ ପୁଅ ମଦ ବିକ୍ରୟ ପାଇଁ ବ୍ୟବହାର କରୁଥିବା ମୋଟର

ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଚୋରି କରିବା ନେଇ ୨ ଗିରଫ

ନେପାଳରେ ଆସିଥିବା ବିନାଶକାରୀ ବନ୍ୟାର ବିଭିନ୍ନ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ଏହି ଭିଡିଓରେ ବନ୍ୟା ଜଳରେ ଭାସି ଆସିଥିବା ମୃତଦେହରୁ ଅଳଙ୍କାର ଚୋରି ହେଉଥିବାର ଭାଇରଲ୍ ହେଉଛି । ଭିଡିଓ ଭାଇରଲ ହେବା ପରେ ନେପାଳ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଏଭଳି ଅମାନବୀୟ କାର୍ଯ୍ୟ

ଜାଳି କରି ସଫା କରିଦେବି, କାହିଁକି ଏମିତି କହିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

ତୀବ୍ର ହେବାରେ ଲାଗିଛି ସୁନ୍ଦରଗଡବିଜେପି ରାଜନୀତି | ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଓ ଗୁଳି ସହ ପେସାଦାର ଅପରାଧୀ ଗିରଫ ଘଟଣାରେ ସମ୍ପୃକ୍ତ ଥିବା ନିଲମ୍ବିତ ବିଜେପି ଯୁବନେତା ତଥା ସୁନ୍ଦରଗଡ଼ ସାଂସଦଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କୁ ଗିରଫ କରାଯାଇଛି | ଏହାକୁ

ଖାତାକୁ ଗଲା ୫ମ କିସ୍ତି ସୁଭଦ୍ରା ଟଙ୍କା

ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର ସୁଭଦ୍ରା ମେଳାରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ହଜାର ୧୬୨ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ଯାଇଥିବା ୩୨ ସହଯାତ୍ରୀଙ୍କ ପତ୍ତା ମିଳୁନି

ଯେଉଁ ଭିସା ରିଜେକ୍ସନ୍ ଦିନେ ଦୁଃଖ ଦେଇଥିଲା, ଆଜି ସେହି ଭିସା ରିଜେକ୍ସନ୍ ହିଁ ଜୀବନ ବଞ୍ଚାଇଦେଲା। କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ୍ ଭିସା ନମିଳିବାରୁ ନେପାଳ ଯାଇପାରିନଥିଲେ ପଶ୍ଚିମବଙ୍ଗର ୬୧ ବର୍ଷୀୟ ତପତୀ ସିଂହ। ଏବେ ତାଙ୍କ ସହ ଯାତ୍ରା କରିବାକୁ ଥିବା ୩୨ ଜଣଙ୍କ ପତ୍ତା

ଆଜି ରେଭେନ୍ସା ଶିକ୍ଷକଙ୍କ ସାମୂହିକ ଛୁଟି, କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ଶିକ୍ଷକ

ରେଭେନ୍ସାବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମହଲରେ ସୃଷ୍ଟି ହୋଇଥିବା ବିବାଦ ଓ ଅସନ୍ତୋଷ ଘନେଇବାରେ ଲାଗିଛି। ଶିକ୍ଷକ ସଂଘ (ରୁଟା)ର ୮୦ରୁ ଅଧିକ ଅଧ୍ୟାପକ ଆଜି ସମୂହ ଛୁଟିରେ ଯିବା ସହିତ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସାମୂହିକ କ୍ଷୋଭ ଓ ନିଜ ଦାବି ପ୍ରତି ଦୃଢ଼

 SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧କୋଟି ୪୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ

SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ । ଏସସିବି ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଗିରଫ କରାଯାଇଛି । ପୂର୍ବରୁ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ମଙ୍ଗଳାବାଗ ଥାନା ପୋଲିସ । କଟକ ବଡ଼ ମେଡିକାଲର

ନେପାଳରେ ପୁଣି ବଡ଼ ବନ୍ୟା ବିପଦ, ଭାଙ୍ଗିପାରେ ବିଶାଳ ବ୍ୟାରିଅର୍ ହ୍ରଦ

ନେପାଳରେ ପୁଣି ବଡ଼ ବନ୍ୟା ବିପଦ। ବ୍ୟାରିଅର୍ ହ୍ରଦରେ ୨୦ ଲକ୍ଷ ଘନମିଟର ପାଣି, ଆଗାମୀ ୩ ଦିନ ଅତ୍ୟନ୍ତ ବିପଦପୂର୍ଣ୍ଣ । ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ର ତାଣ୍ଡବ ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ସୃଷ୍ଟି ହୋଇଛି । ଚୋଚେନ୍ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମ ନିକଟରେ ମାଟି,

 ଓଡ଼ିଶା ଉପକୂଳରେ ନୂଆ ଘୂର୍ଣ୍ଣିବଳୟ, ୨୯ରୁ ବଢ଼ିବ ବର୍ଷା

ପିଛା ଛାଡୁନି ଲଘୁଚାପ। ଗୋଟିଏ ପରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧି ଓଡ଼ିଶା ମୁହାଁ ହେଉଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ସଂଗଠିତ ହୋଇ ଅଗଷ୍ଟ ୨୯ରୁ ୩୦ ମଧ୍ୟରେ ଏକ

ଆଜି ମହାପ୍ରଭୁଙ୍କୁ ଲାଗି ହେବ ରାଖୀ, ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ନୀତି

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାଖି ପିନ୍ଧାଇବେ । ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ

ଅରାହାଟ ରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ,ବାଉଳିଗୋଡ, ଗୋଡାସନ୍ତ୍ରି ଗ୍ରାମପଞ୍ଚାୟତ ର ଭକ୍ତପୁର, ଗୋଡସନ୍ନ୍ତ୍ରି ଅରା ହାଟ ବଉଳିଗୋଡ, ସିମିଲିଛୁଇଁ, ଯୁହlରପୂର୍ ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ଗ୍ରାମ ସ୍ତରୀୟ

ଗଣିଆରେ ରକ୍ଷାବନ୍ଧନ ଓ ଗହ୍ମା ଡିଆଁ ଉତ୍ସବ ପାଳିତ

ଗଣିଆ -(ବିଶ୍ୱରଂଜନ ସେଠି )ଗଣିଆ ବ୍ଲକରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ ଓ ରାଜ୍ୟର ପାରମ୍ପରିକ ଗମ୍ହା ପୂର୍ଣ୍ଣିମା ଉତ୍ସବ ବହୁ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧି ସେମାନଙ୍କ ଦୀର୍ଘାୟୁ ଓ ସୁଖ-ସମୃଦ୍ଧି କାମନା କରିଛନ୍ତି। ଭାଇମାନେ