Browsing Category

ଆଜିର ଖବର

ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ, ମାଆକୁ ମାରି ପ୍ଲାଷ୍ଟର କରିଦେଲା ପୁଅ

ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ।ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ସାହିରେ । ସାହିର ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ା ରହୁଥିବା ବ୍ୟକ୍ତି ନିଜ ମାଆଙ୍କୁ ମାରି ପ୍ଲାଷ୍ଟର କରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସିଟି ଡିଏସପି ଏବଂ କୁମ୍ଭାରପଡ଼ା

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ,ବାଉଳିଗୋଡ, ଗୋଡାସନ୍ତ୍ରି ଗ୍ରାମପଞ୍ଚାୟତ ର ଭକ୍ତପୁର, ଗୋଡସନ୍ନ୍ତ୍ରିଅରା ହାଟ ବଉଳିଗୋଡ, ସିମିଲିଛୁଇଁ, ଯୁହlରପୂର୍ ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ଗ୍ରାମ ସ୍ତରୀୟ

ଅନଲାଇନ ଅଟୋ ଚାଳକଙ୍କ ଆନ୍ଦୋଳନ: ଏବେ କ୍ୟାନ୍ସଲ ହେବ ଆରସି !

ଅନଲାଇନ୍ ଅଟୋ ଚାଳକ ଆନ୍ଦୋଳନରେ ନୂଆ ମୋଡ। ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବାତିଲ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦୀର୍ଘଦିନ ଧରି ଫିଟନେସ୍ ସାର୍ଟିଫିକେଟ୍ ନଥିବା, ଚାଲାଣ ପେଣ୍ଡିଂ ଥିବା ଏବଂ ଇନ୍ସୁରାନ୍ସ ନଥିବା ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ RC ବାତିଲ ପାଇଁ ପରିବହନ

ନକଲି ପନିର କାରବାର ଉପରେ କଡ଼ା ଆକ୍ସନ୍, ଆଗକୁ ବଢ଼ିବ ଚଢ଼ାଉ

ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବଜାରରେ ନକଲି ପନିର ବିକ୍ରି ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଆଗାମୀ ଦିନରେ ରାଜ୍ୟରେ ଚଢ଼ାଉ ଜୋରଦାର କରାଯିବ । ଯେଉଁଠାରେ ପନିର ତିଆରି

ସେପ୍ଟେମ୍ବର 11ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଚେତାବନୀ

ସେପ୍ଟେମ୍ବର 11ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ (ୟୁଏଫବିୟୁ) । କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନାରେ ମତଭେଦ, 5 ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟା ସହିତ ଅନେକ ଦାବି ନେଇ ସେପ୍ଟେମ୍ବର ୧୧

ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଜୁଲାଇ-ଅଗଷ୍ଟରେ ସର୍ବାଧିକ ୧୧୬୮.୬ ମିଲିମିଟର ବୃଷ୍ଟିପାତ। ବାଲେଶ୍ୱର ଜିଲ୍ଲାରେ ଚଳିତ ବର୍ଷ ମୌସୁମୀ ଋତୁରେ ଅଭୂତପୂର୍ବ ବୃଷ୍ଟିପାତ ରେକର୍ଡ କରାଯାଇଛି । ୨୦୦୮ରୁ ୨୦୨୬ ମଧ୍ୟରେ ଗତ ୧୯ ବର୍ଷର ଇତିହାସରେ ଜୁଲାଇ ଏବଂ ଅଗଷ୍ଟ ମାସର ସମୁଦାୟ

ରାସ୍ତାରେ ଜୀବନସାରା ଭିକ ମାଗିଲେ ବୃଦ୍ଧା, ମୃତ୍ୟୁ ପରେ ଘରୁ ମିଳିଲା ବସ୍ତା ବସ୍ତା ଟଙ୍କା

କର୍ଣ୍ଣାଟକର ମାଣ୍ଡ୍ୟାରୁ ଆସିଛି ଏକ ଚକିତ କରିଦେବା ଭଳି ଖବର। ଜୀବନସାରା ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ୬୮ ବର୍ଷୀୟ ମହିଳାଙ୍କ ଘରୁ ମୃତ୍ୟୁ ପରେ ମିଳିଛି ୮ ଲକ୍ଷ ୪୦ ହଜାର ଟଙ୍କା। ଖବର ମୁତାବକ, ମାଣ୍ଡ୍ୟାର ଗୁଥାଲୁ ରୋଡ୍ ସ୍ଥିତ ଶବ୍ଦାରିଆବାଦ ମହଲ୍ଲାର ବାସିନ୍ଦା ୬୯ ବର୍ଷୀୟା

୧୬ ଜଣଙ୍କୁ ୧୪.୫୦ ଲକ୍ଷ ସହାୟତା: ମୁଖ୍ୟମନ୍ତ୍ରୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏକ ସାଧାରଣ ଅଭିଯୋଗ ଶୁଣାଣି ଆୟୋଜନ କରିଛନ୍ତି। ଫଳରେ ନାଗରିକମାନଙ୍କୁ ସେମାନଙ୍କ ସମସ୍ୟା ଉପରେ ସିଧାସଳଖ ତାଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ମିଳିବ।ଆଜିର ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇ କହିଛନ୍ତି ,

ଭୁବନେଶ୍ବରରେ ଛେନା ଓ ମିଠା ଦୋକାନରେ ରେଡ୍

ଭୁବନେଶ୍ୱରରେ ମିଠା ଓ ଛେନାର ମାନ ଯାଞ୍ଚ ପାଇଁ ବିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ସିଆରପି ଛକ ଅଞ୍ଚଳରେ ଥିବା ବିଭିନ୍ନ ମିଠା ଦୋକାନରେ ଅଧିକାରୀମାନେ ପହଞ୍ଚି ମିଠା ଓ ଛେନାର ଗୁଣବତ୍ତା ଯାଞ୍ଚ କରିଛନ୍ତି। ମିଠା ପ୍ରସ୍ତୁତିରେ ବ୍ୟବହୃତ ଛେନା, ପନିର ଓ ଅନ୍ୟାନ୍ୟ

ନଦୀଗୁଡ଼ିକରେ ବଢ଼ୁଛି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀଗୁଡ଼ିକର ଜଳସ୍ତରରେ ବୃଦ୍ଧି ଦେଖିବାକୁ ମିଳିଛି । ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ଭାବେ ବନ୍ୟାଜଳ ପ୍ରବେଶ କରୁଛି ।ଜଳଭଣ୍ଡାରର ଜଳସ୍ତର ୬୨୩ ଫୁଟ ଟପିଛି । ଏହାକୁ ଦୃଷ୍ଟିରେ

ରାଜ୍ୟରେ ଆସିବ ଡିଜିଟାଲ ପ୍ରେସକ୍ରିପସନ୍‌

ରୋଗୀଙ୍କ ଲାଗି ଡାକ୍ତର ଲେଖିବେ ଡିଜିଟାଲ ପ୍ରେସ୍‌କ୍ରିସନ୍‌। ଡାକ୍ତର ଯେଉଁ ପ୍ରେସକ୍ରିପସନ ଲେଖି‌େ‌ବ ତାକୁ ଡାକ୍ତର ସ୍କାନ ଆଣ୍ଡ ସେୟାର ଜରିଆରେ ଡିଜି ଲକର ଜରିଆରେ ରଖିପାରିବେ। ଯେଉଁଥିରେ ସେମାନଙ୍କର ରୋଗ, ଔଷଧ ଏବଂ ପରୀକ୍ଷା ବିବରଣୀ ସୁରକ୍ଷିତ ରହିବ। ହସ୍ପିଟାଲକୁ ଯିବାବେଳେ ଆଉ

କାଜିଆ ଲିଜ୍ ମାଜୋ ଜିତିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ଟାଇଟଲ

କେରଳର କାଜିଆ ଲିଜ୍ ମାଜୋ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ଟାଇଟଲ ବିଜେତା ହୋଇଛନ୍ତି । ଶ୍ରେଷ୍ଠ ୫ ଫାଇନାଲିଷ୍ଟଙ୍କ ମଧ୍ୟରେ ତାମିଲନାଡୁର ବୈଷ୍ଣବୀ ଗଣେଶ, ମହାରାଷ୍ଟ୍ରର ତେଜସ୍ୱିନୀ ଶ୍ରୀବାସ୍ତବ, କେରଳର କାଜିଆ ଲିଜ୍ ମାଜୋ, ଗୁଜରାଟର ଅନୁଶ୍ରୀ ସାତୱାଲେକର ଏବଂ ଉତ୍ତରାଖଣ୍ଡର ଅନୁଭା ବଶିଷ୍ଠ