Browsing Category
ଆଜିର ଖବର
ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କ ଦିନକୁ କଟିବ ୨୫୦ ଟଙ୍କା
ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ନଦେଲେ ସମ୍ପୃକ୍ତ ଦାୟୀ ଅଧିକାରୀଙ୍କୁ ଜରିମାନା ଗଣିବାକୁ ପଡ଼ିବ ।ଓଡ଼ିଶା!-->…
ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା
ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍ଭି ଓସେନ ୱିନର୍’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ ୨୩୦ ନଟିକାଲ ମାଇଲ (୩୯୬ କି.ମି.) ଦୂରରେ ଏହି ଦୁର୍ଘଟଣା ଘଟିଛି। ଜାହାଜରେ ଥିବା ମୋଟ ୨୪ ନାବିକଙ୍କ ମଧ୍ୟରୁ!-->…
ବରିଷ୍ଠ ରାଜସ୍ୱ ସହାୟକ ଭଞ୍ଜ କିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ତିର୍ତ୍ତୋଲ ବ୍ଲକ୍ରେ କାର୍ଯ୍ୟରତ ଥିବା ବେଳେ ୩ କୋଟି ୨ ଲକ୍ଷ ୯୫!-->…
ମହାରାଷ୍ଟ୍ରର ଅମରାବତୀ ହସ୍ପିଟାଲରେ ଅଗ୍ନିକାଣ୍ଡ । ତିନି ନବଜାତ ଶିଶୁଙ୍କ ମୃତ୍ୟୁ
ମହାରାଷ୍ଟ୍ରର ଅମରାବତୀ ହସ୍ପିଟାଲରେ ଅଗ୍ନିକାଣ୍ଡ । ତିନି ନବଜାତ ଶିଶୁଙ୍କ ମୃତ୍ୟୁ । ୬ ଗୁରୁତର ଶିଶୁଙ୍କୁ ସ୍ଥାନାନ୍ତର କରାଯାଇଛି । ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର ନିଓନାଟାଲ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ସୋମବାର ସକାଳେ ବଡ଼ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ!-->…
ଓଡ଼ିଶାରେ ପିଆଜ ଦର ହଠାତ୍ ବୃଦ୍ଧି! ଦର ବୃଦ୍ଧି ଉପରେ କେନ୍ଦ୍ର ସରକାରଙ୍କ ବଡ଼ ଆକ୍ସନ
ରାଜ୍ୟବାସୀଙ୍କ ପାଇଁ ବଡ଼ ବୋଝ ହେଲାଣି ପିଆଜ । ଆଜି କିଲୋ ୬୦ଟଙ୍କା ଛୁଇଁଛି । ଚଳିତ ସପ୍ତାହରେ କିଲୋ ପିଛା ଦର ୨୦ଟଙ୍କା ବଢ଼ିଛି । ସେପଟେ ୨ମାସ ମଧ୍ୟରେ କୁଇଣ୍ଟାଲ ପିଛା ପିଆଜ ଦର ୨୨ଶହ ଟଙ୍କାରୁ ବଢ଼ି ୩୫୦୦ ଟଙ୍କାରେ ପହଞ୍ଚିଛି । ପରିବହନ ଓ ଅନ୍ୟ ଖର୍ଚ୍ଚ ମିଶିଲେ ୪ହଜାର ।ସରକାର ଚିନ୍ତିତ!-->…
ଓଡ଼ିଶାରେ ଆଜି ବି ବର୍ଷା, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ରବିବାର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ସନ୍ଧ୍ୟା ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ଗାଙ୍ଗେଟିକ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି। ଏଥିସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ପ୍ରବାହ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି ଉଚ୍ଚତା ପର୍ଯ୍ୟନ୍ତ!-->…
ପାରାଦ୍ୱୀପ ଲକ୍ ଥାନା ଭୂତମୁଣ୍ଡାଇ ବ୍ୟାଙ୍କ ନିକଟରେ ଷଣ୍ଢ ସହ ବାଇକ ଧକ୍କା, ଷଣ୍ଢ ମୃତ – ବାଇକ ଆରୋହୀ ଗୁରୁତର
କୁଜଙ୍ଗ, ତା 22/08: ଆଜି ରାତି ପ୍ରାୟ 8 ଘଟିକା ସମୟରେ ପାରାଦ୍ୱୀପ ଲକ୍ ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ବ୍ୟାଙ୍କ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତ ଗତିରେ ଯାଉଥିବା ବାଇକ୍ ସହ ରାସ୍ତା ମଝିରେ ଠିଆ ହୋଇଥିବା ଷଣ୍ଢର ଧକ୍କା ହୋଇଛି। ଏହି ଧକ୍କାରେ ଘଟଣାସ୍ଥଳରେ!-->…
ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ
ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା ଜଣାପଡ଼ିଛି। କିନ୍ତୁ ଆଜି କାର୍ଗୋ ଜାହାଜ ସମୁଦ୍ର ମଝିରେ ବୁଡ଼ିଯାଇଥିବା ଖବର ମିଳିଛି ।ମାଲବାହୀ ଜାହାଜ M/V ଓସେନ୍ ୱିନର ଲୁହା ପଥର ନେଇ!-->…
ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦକୁ ସମନ କରିବ ଏନଆଇଏ କୋର୍ଟ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାନରେ ଥିବା ଲସ୍କର-ଇ-ତୋଇବା (LeT) ର ପ୍ରତିଷ୍ଠାତା ହାଫିଜ୍ ସୟିଦ୍ ନାମରେ ସମନ ଜାରି କରିବାକୁ ଜାତୀୟ ଏନଆଇଏର ବିଶେଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁ ସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟଙ୍କ ଆଦେଶକ୍ରମେ ଏହି ସମନ ଭାରତର ବୈଦେଶିକ!-->…
ଶିଶୁ ସୁରକ୍ଷା,ଶିଶୁ ଯୋନ ନିର୍ଯ୍ୟାତନା ଓ ମହିଳାଙ୍କ ସୁରକ୍ଷିତ କର୍ମକ୍ଷେତ୍ର ପାଇଁ ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ ଜିଲ୍ଲା କମଳଙ୍ଗା ପଞ୍ଚୟତ ଦିଲ୍ଲୀ ପବିଲିକି ସ୍କୁଲ ରେ ଏକ ଦିବାସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ରାଜଶ୍ରୀ ହୋତା ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ଉଦେଶ୍ୟ ବିଷୟରେ ଅବଗତ କରିଥିଲେ l କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଭାବେ!-->…
ଗୁଣ୍ଡୁରୀବାରୀ ଗ୍ରାମରେ ଶନିଶ୍ଚରଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଗଣିଆ -(ବିଶ୍ୱରଂଜନ ସେଠି ) ଗଣିଆ ବ୍ଲକ କରଡ଼ାପଡା ପଞ୍ଚାୟତ ଗୁଣ୍ଡୁରୀବାରି ଗ୍ରାମରେ ଶନିଶ୍ଚର ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ସହ କଳସ ଯାତ୍ରା ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଶନିବାର ସମ୍ପନ୍ନ ହୋଇଯାଇଛି।
ପ୍ରଭାତରୁ ମହିଳା ଓ ଶ୍ରଦ୍ଧାଳୁମାନେ ପବିତ୍ର ଜଳକଳସ!-->!-->!-->!-->!-->…
ମୁଣ୍ଡରେ ଲାଗିବ ‘Temple’, ମାପିବ ମସ୍ତିଷ୍କ!
ଫିଟନେସ୍ ଟ୍ରାକିଂ ଦୁନିଆରେ ଏବେ କ୍ରାନ୍ତି ଆସିବାକୁ ଯାଉଛି। ଏପର୍ଯ୍ୟନ୍ତ ହାତରେ ସ୍ମାର୍ଟୱାଚ୍ କିମ୍ବା ଫିଟନେସ୍ ବ୍ୟାଣ୍ଡ ପିନ୍ଧିବାର ଯେଉଁ କ୍ରେଜ୍ ରହିଥିଲା, ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଆସୁଛି ଏକ ଭିନ୍ନ ଧରଣର ସ୍ମାର୍ଟ ଗ୍ୟାଜେଟ୍। ଜୋମାଟୋ ଏବଂ ଇଟର୍ନାଲର ପ୍ରତିଷ୍ଠାତା!-->…