Browsing Category

ଆଜିର ଖବର

ଫେକ ସାର୍ଟିଫିକେଟ ଦେଇ ଚାକିରୀ ରୁ ବହିଷ୍କାର ହେଲେ ଅଧ୍ୟାପକ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବାଲିକୁଦା ମହାବିଦ୍ୟାଳୟ  ରେ ୭ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ ସନ୍ତୋଷ କୁମାର ଶତପଥି କାର୍ଯ୍ୟ କରୁଥିଲେ। ଏମ୍‌କମ୍‌ ନକଲି ସାର୍ଟିଫିକେଟ ଦେଇ ସେ ୨୦୧୮ ମସିହାରୁ ଚାକିରୀ କରୁଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆରଡିସିଙ୍କ ନିର୍ଦ୍ଦେଶ କ୍ରମେ

 ରାସ୍ତାରେ ରିଲ୍ସ ବା ଭିଡିଓ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

କିଏ ବାଇକ୍‌ ଟାଙ୍କି ଉପରେ ଝିଅଙ୍କୁ ବସାଇ ଗାଡ଼ି ଚଳାଇ ମୋବାଇଲ୍‌ରେ ରିଲ୍‌ସ୍‌ କରୁଛି ତ ଆଉ କି ହ୍ୟାଣ୍ଡଲ୍‌ ଛାଡ଼ି ଗାଡ଼ି ଚଳାଇ ସୁଟିଂ କରୁଛି । ପୁଣି ଚାରିଚକିଆ ଯାନରେ ମଧ୍ୟ ବିପଜ୍ଜନକ ଭାବେ ଚଳାଇ ରିଲ୍‌ସ୍‌ କରୁଛନ୍ତି । ସୋସିଆଲ୍‌ ମିଡିଆରେ ନିଜର ଭିୟୋର୍ସ ବଢ଼ାଇବା ପାଇଁ ଆଜିକାଲି

ଆୟକର ରିଟର୍ନର ଶେଷ ତାରିଖ ଆଉ ଗୋଟିଏ ଦିନ ବୃଦ୍ଧି

ଆର୍ଥିକ ବର୍ଷ ୨୦୨୫ (ଆକଳନ ବର୍ଷ ୨୦୨୫-୨୬) ପାଇଁ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ତେବେ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିପାରିବେ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ସୂଚନା ଅନୁସାରେ ଆଜି ଆଇଟିଆର

ଲଘୁଚାପ ପ୍ରଭାବ: ରାଜ୍ୟରେ ଆହୁରି ୩ ଦିନ ବର୍ଷା

ଲଘୁଚାପ ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ରାଜ୍ୟରେ ମୌସୁମିଜନିତ ବର୍ଷା ଜାରି ରହିଛି। ତେଣୁ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ। କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ ବେଗରେ ପବନ ବହିବା ସମ୍ଭାବନା ରହିଛି।ଏନେଇ ଆଜି ୪ ଜିଲାକୁ ୟେଲୋ

ବଢୁଛି ହୀରାକୁଦ ଜଳସ୍ତର ।  ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ଦୁଇଟି ଗେଟ

 ବଢୁଛି ହୀରାକୁଦ ଜଳସ୍ତର ।  ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ଦୁଇଟି ଗେଟ  ।   ପୂର୍ବରୁ ୪ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା  । ଏବେ ୬ଟି ଗେଟ୍  ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।  ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୯.୩୧ ରହିଛି  । ପ୍ରତି ସେକେଣ୍ଡରେ

ବାଲିହରଚଣ୍ଡୀ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ ଜିଲ୍ଲାର ପ୍ରସିଦ୍ଧ ବାଲିହରଚଣ୍ଡୀ ନିକଟ ଜଙ୍ଗଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ପୀଡିତା ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କର ଡାକ୍ତରୀ ମାଇନା କରାଇଛି । ଏହି ଘଟଣାରେ ମୋଟ ୪ ଅଭିଯୁକ୍ତ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ଯୁକ୍ତ

ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ,ଆଜି ସର୍ବଦଳୀୟ ବୈଠକ

ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି ।ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ଅଧିବେଶନଟି ସଂକ୍ଷିପ୍ତ ହେଲେ ବି ସରକାରଙ୍କୁ ବିଭିନ୍ନ

ସମଲେଶ୍ୱରୀଙ୍କ ପୀଠରେ ମିଳିବ ଜୈବିକ ପଦ୍ଧତିରେ ଚାଷ ହୋଇଥିବା ଦେଶୀ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ 

ମଲ୍ଲିଫୁଲ ଝୁଲି, ସୁନାକାଠି, ଜିଆଇ ଟ୍ୟାଗ ମାନ୍ୟତା ପ୍ରାପ୍ତ, କଳାଜିରା ଧାନ, ଶିରାଗା-ସାମ୍ବା, ଶୋରିସ ଫୁଲ ଧାନ ଓ ତୁଳସୀ ବାସ ଭଳି ଦେଶୀ ଓ ଜୈବିକ ଧାନରୁ ମା' ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତ ହେବ ଭୋଗ । ଏଣିକି ଦେଶୀ ଓ ଜୈବିକ ଧାନ ଚାଷକୁ ପ୍ରୋତ୍ସାହନ ଦେବେ ମା' ସମଲେଶ୍ୱରୀ ।ସମଲେଇ

ଜଣେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମହିଳା ମାଓବାଦୀ ବଛେଲା ଅଟାମି ଓରଫ ଜାନସୀ ଆତ୍ମସମର୍ପଣ କରିଛନ୍ତି ।ଗରିଆବନ୍ଧ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜାନସୀ । ଜାନସୀଙ୍କ ମୁଣ୍ଡ ପାଇଁ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି । ନଭରୀ ଏରିଆ ମାଓ ସଂଗଠନର ସକ୍ରିୟା ସଦସ୍ୟା ଜାନସୀ ।ଆଜି ସେ ଆତ୍ମସମର୍ପଣ କରିଛନ୍ତି। ଗରିଆବନ୍ଧ,

ପ୍ରଖ୍ୟାତ କବି ଦେବଦାସ ଛୋଟରାୟ ପାଇବେ ସାରଳା ପୁରସ୍କାର

ପ୍ରଖ୍ୟାତ କବି ତଥା ଲେଖକ ଦେବଦାସ ଛୋଟରାୟଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ୪୬ତମ ସାରଳା ପୁରସ୍କାର ପ୍ରଦାନ କରାଯିବ।୨୦୨୩ ମସିହାରେ ଟାଇମପାସ୍‍ ପ୍ରକାଶନୀଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନିସୋ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ। ଆଗାମୀ

ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଶବ ହୋଇ ଆସିଥିବା ବୃଦ୍ଧା ଚେଇଁ ଉଠିଲେ

ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଶବ ହୋଇ ଆସିଥିବା ବୃଦ୍ଧା ଚେଇଁ ଉଠିଲେ | ଗଞ୍ଜାମ ପୋଲସରାରୁ ମହିଳା ଜଣଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ପୁରୀ ଅଣାଯାଇଥିଲା । ଚିତା ଯୋଗାଡ଼ଚାଲିଥିବା ବେଳେ ହଠାତ୍ ଉଠି ବସିଥିଲେ ବୃଦ୍ଧା । ଏହା ପରେ ବୃଦ୍ଧାଙ୍କୁ ନେଇ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ

ଦିଲ୍ଲୀରେ କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ !ମୁଖ୍ୟ ଅଭିଯୁକ୍ତ ଗିରଫ

ସଡ଼କ ଦୁର୍ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରର ଉପସଚିବ ନବଜୋତ ସିଂହଙ୍କ ମୃତ୍ୟୁ । ଦିଲ୍ଲୀର ଧୌଲା କୁଆଁ ଅଞ୍ଚଳର ରିଙ୍ଗ ରୋଡରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗଗନପ୍ରୀତ ମକ୍କଡକୁ ପୋଲିସ ଗିରଫ କରିଛି । ଘଟଣାକୁ ନେଇ ପୋଲିସ ଯାଞ୍ଚ କରିବା ପରେ