ବଢୁଛି ହୀରାକୁଦ ଜଳସ୍ତର ।  ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ଦୁଇଟି ଗେଟ

 ବଢୁଛି ହୀରାକୁଦ ଜଳସ୍ତର ।  ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ଦୁଇଟି ଗେଟ  ।   ପୂର୍ବରୁ ୪ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା  । ଏବେ ୬ଟି ଗେଟ୍  ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।  ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୯.୩୧ ରହିଛି  । ପ୍ରତି ସେକେଣ୍ଡରେ ଜଲଭଣ୍ଡାରରୁ ୯୯ ହଜାର ୬୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ  ଜଲଭଣ୍ଡାରରୁ ୧ ଲକ୍ଷ ୩୭  ହଜାର ୭୩୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।  ଉପରମୁଣ୍ଡରୁ ବନ୍ୟା ଜଳ ଆସିବାରୁ ବଢୁଛି ହୀରାକୁଦ ଜଲସ୍ତର ।