Browsing Category
ଆଜିର ଖବର
କିନ୍ନର ବେଶରେ ଘରେ ପଶିଲେ ଯୁବକ, ଏୟାର ହୋଷ୍ଟେସଙ୍କୁ ଦୁଷ୍କର୍ମ କରି ଫେରାର
ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ ମୁମ୍ବାଇର ପୋଓ୍ୱାଇ ଅଞ୍ଚଳରେ । ଘଟଣାରେ ପୋଲିସ ୨୮ ବର୍ଷୀୟ ଅଭିଯୁକ୍ତଙ୍କୁ!-->…
କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ବାଲି କାଢ଼ିବା ନେଇ ASIର ତଦାରଖ
କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ନେଇ ASIର ତଦାରଖ । ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପ୍ରସଙ୍ଗରେ ASI ଗ୍ରହଣ କରିଛି ବଡ଼ ପଦକ୍ଷେପ । ମନ୍ଦିର ଭିତରୁ ବାଲି ବାହାର କରିବା କାର୍ଯ୍ୟର ଅନୁଧ୍ୟାନ ପାଇଁ ASIର ଏଡିଜିଙ୍କ ନେତୃତ୍ୱରେ ୧୦ ଜଣିଆ!-->…
ୟେମେନ୍ ଓ ସୋମାଲିଆ ଉପକୂଳରୁ ୨ଟି ସାମୁଦ୍ରିକ ଜାହାଜ ଅପହରଣ
ଆଫ୍ରିକା ମହାଦେଶର ହୋର୍ଣ୍ଣ ଅଫ୍ ଆଫ୍ରିକା ଅଞ୍ଚଳରେ ପୁଣି ଥରେ ସାମୁଦ୍ରିକ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ୟେମେନ୍ ଏବଂ ସୋମାଲିଆ ଉପକୂଳରୁ ପୃଥକ୍ ପୃଥକ୍ ଘଟଣାରେ ୨ଟି ବାଣିଜ୍ୟିକ ଜାହାଜକୁ ଅପହରଣ କରାଯାଇଛି,M.T. Sibu 1 ନାମକ ଏକ ତୈଳ ଉତ୍ପାଦ ଟ୍ୟାଙ୍କର୍ ୟେମେନ ଉପକୂଳରୁ!-->…
ଗିରଫ ଭୟରେ ଅନ୍ଲାଇନ୍ ଡ୍ରାଇଭର ଛାନିଆ,କ୍ଷମା ମାଗିଲେ ଅନଲାଇନ୍ ଅଟୋ ଚାଳକ ସଙ୍ଘ ସଭାପତି
ରାଜଧାନୀରେ ଓଲା-ଉବେର ଚଳାଚଳ ପ୍ରାୟତଃ ବନ୍ଦ । ଆପରେ ଖୋଜିଲେ, ଅଳ୍ପ କିଛି ଅଟୋ କି ଟ୍ୟାକ୍ସି ମିଳୁଛି । କିନ୍ତୁ ଦେଢ଼ଗୁଣା ଦର କଷୁଛନ୍ତି ଏହି ଅନଲାଇନ୍ ପରିବହନ ସଂସ୍ଥା । କେବଳ ଅନଲାଇନ୍ କାହିଁକି, ଅଫଲାଇନରେ ଗଲେ ବି ଯାତ୍ରୀଙ୍କୁ ଶୋଷୁଛନ୍ତି ଡ୍ରାଇଭର । ବିମାନ ବନ୍ଦର, ରେଳ ଷ୍ଟେସନ ଓ!-->…
ଘରେ ପୋତିଲା ମୁଣ୍ଡ! ନରବଳି ସନ୍ଦେହରେ ତଦନ୍ତ
ଘର ଭିତରେ ତମ୍ବା ନାଗ। ପଥରରେ ଲାଗିଛି ସିନ୍ଦୂର। ତଳେ ପଡ଼ିଛି ଫୁଲ ଏବଂ ପୂଜା ସାମଗ୍ରୀ। ପାଖରେ ପୋତା ଯାଇଛି କଟା ମୁଣ୍ଡ। ପାରିପାର୍ଶ୍ବିକ ଅବସ୍ଥାରୁ ନରବଳି ଦିଆଯାଇଘରେ ଗୁଣିଗାରେଡ଼ି ବିଦ୍ୟା କରୁଥିବା ସନ୍ଦେହ । ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି ବଳି ଦେଇଦେଲା। ମୁଣ୍ଡକୁ!-->…
ମନଇଚ୍ଛା ନେଇପାରିବେନି SIM! ୨୪ରୁ ସରକାରଙ୍କ କଡ଼ା ଆକ୍ସନ୍
ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ସେମାନଙ୍କ ଗ୍ରାହକମାନେ ଯେପରି ନିଜ ନାମରେ ସ୍ଥିରୀକୃତ ସୀମାରୁ ଅଧିକ ସିମ୍ କାର୍ଡ ନ!-->…
ରାଜ୍ୟରେ ପୁଣି ବଢ଼ିବ ବର୍ଷା; ୨୫ରେ ଘୂର୍ଣ୍ଣିବଳୟ
ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ହେଲେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଶୁକ୍ରବାରଠାରୁ ରାଜ୍ୟରେ ପୁଣି ବର୍ଷା!-->…
ସମସ୍ତ ବ୍ୟାଟେରୀ ଚାଳିତ, ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନ ଗୁଡ଼ିକୁ ପରମିଟ୍ ଫି’ ଛାଡ
ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ଚାଲୁଥିବା ସମସ୍ତ ବ୍ୟାଟେରୀ ଚାଳିତ, ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନ ଗୁଡ଼ିକୁ ପରମିଟ୍ ଫି’ ଛାଡ କରାଯିବ । ଏହି ନିୟମ ଅଧୀନରେ ଯୋଗ୍ୟ ଗାଡ଼ିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା!-->…
କଟକ ବଜାରରେ ଅପମିଶ୍ରିତ ପନିର୍ ଦୋକାନରେ ଚଢ଼ାଉ, ଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ ଆରମ୍ଭ
କଟକ ବଜାରରେ ଅପମିଶ୍ରିତ ପନିର ଯାହାକୁ ଯେତେ। ମଙ୍ଗଳବାର ୬୦ କିଲୋ ପରେ ବୁଧବାର ପୁଣି ୫୦ କୁଇଣ୍ଟାଲ ପନିର ଜବତ କରିଛି ମହାନଗର ନିଗମ ଫୁଡ୍ ସେଫ୍ଟି ଟିମ୍ । ଚଢ଼ାଉ କରିବା ପରେ ଦୋକାନରେ ବିକ୍ରୀ ପାଇଁ ରଖାଯାଇଥିବା ପନିରର କିଛି ଅଂଶକୁ ଏକ ଥାଳିରେ ବାହାର କରାଯାଇଥିଲା । ସମ୍ପୃକ୍ତ ଥାଳିରେ!-->…
ଆଳୁ ଓ ପିଆଜ ଦର ବଢ଼ିଲା, ଆକ୍ସନ୍ରେ ବିଭାଗ
ରାଜଧାନୀରେ ଆଳୁ ଓ ପିଆଜ ଦର ବୃଦ୍ଧି ପରେ ଯୋଗଣ ବିଭାଗ ପକ୍ଷରୁ ରେଡ। ଭୁବନେଶ୍ୱର ଆଇଗିଣିଆ ଆଳୁଗଦି ଥିବା ଆଳୁ, ପିଆଜ ଗୋଦାମ ରେ ଚାଲିଛି ରେଡ । କେତେ ପରିମାଣରେ ପିଆଜ,ଆଳୁ ଅଛି । ଖୋଲା ବଜାରରେ ତୁଳନାରେ ଗୋଦାମ ରେ କେତେ ଟଙ୍କା ରହିଛି ସବୁକୁ ନେଇ ଚାଲିଛି ଯାଞ୍ଚ। ତେବେ ପିଆଜ ଆମଦାନୀ!-->…
ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସା ଶିବିର ଅନୁଷ୍ଠିତ
କଙ୍କଡାହାଡ଼, ଢେଙ୍କାନାଳ: କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ବଳିକୁମା ପଞ୍ଚାୟତର କୋଇ ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର (VYK) ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଦୁର୍ଗମ ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା, ସ୍ୱାସ୍ଥ୍ୟ!-->…
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତଶିବିର ରେ୧୨୩ ପଞ୍ଜିକୃତ
ଗଣିଆ (ବିଶ୍ୱରଂଜନ ସେଠି )ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପି ଏମ ଶ୍ରୀ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଅଭିଯାନ!-->…