Browsing Category

ଆଜିର ଖବର

ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ

ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିବା ପରେ ରାଜ୍ୟପାଳ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରିଛନ୍ତି।ନୂଆ ବିଧାନସଭା ଗଠନ ପ୍ରକ୍ରିୟା ଶେଷ ହୋଇଥିବାରୁ ପୁରୁଣା ବିଧାନସଭାକୁ ଭଙ୍ଗ କରାଯାଇଛି।ପଶ୍ଚିମବଙ୍ଗରେ ଭାଜପାର ପ୍ରଥମ ସରକାରଙ୍କ

ସହରାଞ୍ଚଳ ଗୁଡ଼ିକରେ ବର୍ଷା ଦିନ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଏସଓପି ଜାରି 

ସହରାଞ୍ଚଳ ଗୁଡ଼ିକରେ ବର୍ଷା ଦିନ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଏସଓପି ଜାରି କଲା ନଗର ଉନ୍ନୟନ ବିଭାଗ ।ଓଡ଼ିଶା ସରକାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ପାଇଁ ସହରାଞ୍ଚଳ ବନ୍ୟା ବିରୋଧରେ କଠୋର ପ୍ରତିରୋଧକ ଏବଂ ପ୍ରତିକ୍ରିୟା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏକ ମାନକ କାର୍ଯ୍ୟ

ଭାରତୀୟ ଜନତା ପାର୍ଟି ଭୂବନେଶ୍ୱର କାର୍ଯ୍ୟାଳୟ ଠାରେ ଗୋପ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର 450ରୁ

କୋଣାର୍କ :-07/05/2026 ଭାରତୀୟ ଜନତା ପାର୍ଟି ଭୂବନେଶ୍ୱର କାର୍ଯ୍ୟାଳୟ ଠାରେ ଗୋପ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର 450ରୁ ଅଧିକ କ°ଗ୍ରେସ ,ବିଜେଡି ର କର୍ମୀ ବିଜେପି ରେ ଯୋଗଦେଲେ।ସୂଚନା ମୁତାବକ କାକଟପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ସହଯୁବ ନେତା ସୁଦାମ ଙ୍କ

ମେଟ୍ରୋ ପ୍ରକଳ୍ପ ପାଇଁ କୌଣସି ପ୍ରସ୍ତାବ ନାହିଁ।ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍ ବସ୍

ମେଟ୍ରୋ ନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି । ଟ୍ବିନସିଟିରେ ମେଟ୍ରୋ ନୁହେଁ, ଏହା ବଦଳରେ ଗଡିବ ୨୦୦ ଇଲେକ୍ଟ୍ରିକ୍ ବସ୍ ।ସମାନ ଭାବେ କଟକ ପାଇଁ ୧୦୦ଟି ଓ ଭୁବନେଶ୍ବର ପାଇଁ ୧୦୦ଟି ବସ୍ ମଞ୍ଜୁର କରାଯାଇଛି ।କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି

ରାଜ୍ୟରେ ଆଗକୁ ବନ୍ଦ ହେବ ଭୂ-ଦାନ ଆଇନ

ରାଜ୍ୟରେ ଆଗକୁ ବନ୍ଦ ହେବ ଭୂ-ଦାନ ଆଇନ । ରାଜ୍ୟରେ ହଟିବ ଜମିଦାରୀ ପ୍ରଥା । ଜମିଦାରୀ ଉଛେଦ ଆଇନ ୬୦ ଦଶକରେ ଆରମ୍ଭ ହୋଇଥିଲା । ଜମିଦାରୀ ପ୍ରଥା ଉଠିଲେ ବି ସରକାରଙ୍କ ପାଖରେ ରହିବ ତଥ୍ୟ। ସାଲାମୀ ପ୍ରଦାନ କରିବେ । ସବୁ ଗଡ଼ ଜାତ ଅଂଚଳରେ ଏଭଳି କେଶ ପଡ଼ିକି ଅଛି । ପଟ୍ଟା ପାଇଲା ପରେ

ଉନ୍ନତ ପବ୍ଲିକ ୱାଇ-ଫାଇ ବ୍ୟବସ୍ଥା ଆଣିବେ ସରକାର, ସାରା ଦେଶରେ ଲାଗୁ ହେବ ଏକକ ପାସ୍‌ୱାର୍ଡ

ଉନ୍ନତ ପବ୍ଲିକ ୱାଇ-ଫାଇ ବ୍ୟବସ୍ଥା ଆଣିବା ଲାଗି ପ୍ରସ୍ତୁତି କରୁଛନ୍ତି ସରକାର। ଏହାଦ୍ୱାରା ୟୁଜରଙ୍କ ଅଭିଜ୍ଞତା ଉନ୍ନତ କରିବା ଏବଂ ଡିଜିଟାଲ ନେଣଦେଣରୁ ଅଧିକ ସୁରକ୍ଷିତ କରିବା ଉପରେ ଫୋକସ କରାଯାଇଛି ।ଏହି ନୂତନ ସୁବିଧାରେ ଦେଶବ୍ୟାପୀ ସାର୍ବଜନୀନ ୱାଇ-ଫାଇ ପାଇଁ ଗୋଟିଏ ପାସ୍‌ୱାର୍ଡ

ପୁଲିସ ପରିଚୟ ଦେଇ  ଠକୁଥିଲେ, ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ ।  ନିଜକୁ ପୁଲିସ ଏସ ଆଇ କହି ଲୋକଙ୍କୁ ଲଗାଉଥିଲେ ଚୂନ । କାହାକୁ କମ ଦରରେ କ୍ରିକେଟ ମ୍ୟାଚ ଟିକେଟ କରାଇ ଦେବାର ପ୍ରତିଶ୍ରୁତି ତ ଆଉ କାହାକୁ କମ ଦାମରେ ଜମି ଦେବାର ଲୋଭ ଦେଖାଉଥିଲେ । ଏଭଳି ତିନିଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ପରେ ବାପ ପୁଅଙ୍କୁ

ଚିହ୍ନଟ ହେବ ଜଗନ୍ନାଥ ଜମି। ଆସିବ ଆଧ୍ୟାତ୍ମିକ ଚ୍ୟାନେଲ: ଆଇନ ମନ୍ତ୍ରୀ

ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ପାଖାପାଖି ୩୬ ହଜାର ଏକର ଜମିରୁ ୨୫ରୁ ୨୬% ଜମି ଦଖଲରେ ରହିଛି । ଲମ୍ବା ସମୟ ଧରି ରହୁଥିବା ଲୋକଙ୍କୁ ଜମି ସେଟଲମେଣ୍ଟରେ ଦିଆଯିବ ।

ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ନୀତୀଶଙ୍କ ପୁଅ ନିଶାନ୍ତ ହେଲେ ମନ୍ତ୍ରୀ

ବିହାର ରାଜନୀତିରେ ଆଜି ଏକ ବଡ଼ ଦିନ । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ନୂତନ ସରକାରର ଆଜି ପ୍ରଥମ କ୍ୟାବିନେଟ୍ ବିସ୍ତାର ହୋଇଛି। ୩୨ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏନ୍‌ଡିଏର ଛୋଟ ସହଯୋଗୀ ଦଳ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ

ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ, ୨ ଦେହଜୀବୀ ଉଦ୍ଧାର

ଅନୁଗୁଳ ସହରର ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ ହୋଇଛି ।ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।ସେକ୍ସ ରାକେଟ୍ ଚଳାଇଥିବା ବୃଦ୍ଧ ଘରେ

ବିଜୟଙ୍କୁ ରୋକିବାକୁ ହାତ ମିଳାଇ ପାରନ୍ତି DMK-AIADMK ?

ତାମିଲନାଡ଼ୁ ରାଜନୀତିକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ଥାଲାପତି ବିଜୟଙ୍କ ଦଳ ଟିଭିକେ ସରକାର ଗଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ହେଁ ମ୍ୟାଜିକ ନମ୍ବର ଅଦ୍ୟାବଧି ଯୋଗାଡ଼ କରି ପାରି ନାହାନ୍ତି।ଆଜି ହୋଇପାରିବନି TVK ମୁଖ୍ୟ ଥଲାପତି ବିଜୟଙ୍କ ଶପଥ ଗ୍ରହଣ

ଏଣିକି ସପ୍ତାହେ ଭିତରେ ପ୍ଲାନ୍ ଆପ୍ରୁଭାଲ୍, ଫାଇଲ୍ ଅଟକାଇଲେ ଫାଇନ୍

ଘର କରିବାକୁ ପ୍ଲାନ ଆପ୍ରୁଭାଲ ପାଇଁ ଆଉ ମାସ ମାସ ଧରି ଅଟକିବନି ଫାଇଲ। ସପ୍ତାହେ ଭିତରେ ହେବ କାମ। ପ୍ଲାନ ଆପ୍ରୁଭାଲ ପାଇଁ ସୁଯୋଗ ଆପ୍ ରେ ଆବେଦନ କରି ଦୀର୍ଘ ଦିନ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ଏଣିକି ସପ୍ତାହରୁ ଅଧିକ ଦିନ ଅଫିସରଙ୍କ ପାଖରେ ଆଉ ଅଟକିବନି ଫାଇଲ। ଅଫିସର