ଭାରତୀୟ ଜନତା ପାର୍ଟି ଭୂବନେଶ୍ୱର କାର୍ଯ୍ୟାଳୟ ଠାରେ ଗୋପ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର 450ରୁ

କୋଣାର୍କ :-07/05/2026 ଭାରତୀୟ ଜନତା ପାର୍ଟି ଭୂବନେଶ୍ୱର କାର୍ଯ୍ୟାଳୟ ଠାରେ ଗୋପ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର 450ରୁ ଅଧିକ କ°ଗ୍ରେସ ,ବିଜେଡି ର କର୍ମୀ ବିଜେପି ରେ ଯୋଗଦେଲେ।ସୂଚନା ମୁତାବକ କାକଟପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ସହଯୁବ ନେତା ସୁଦାମ ଙ୍କ ନେତୃତ୍ୱରେ କାକଟପୁର ବ୍ଳକ୍ ର ପାଟସୁନ୍ଦୁରପୁରୁ ପଞ୍ଚାୟତ ଲତାହରଣ ଅବଦାନ,ଅସ୍ତରଙ୍ଗ ବ୍ଳକର ତାଳଦା ଗୋପ ବ୍ଳକ ର ଇଶାଣପୁର ପଞ୍ଚାୟତ ର ସରପଞ୍ଚ ର 450ଜଣ ଆଗଧାଡିର ନେତା କର୍ମୀ କଂଗ୍ରେସ ଓ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ। ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ସହ ଜଗତସିଂହପୁର ର ସାଂସଦ ଉପସ୍ଥିତ ଥିଲେ। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ରେ କାକଟପୁର ରେ ସମସ୍ତ ସରପଞ୍ଚ ହାତେଇବାକୁ ଆଜି ଠାରୁ ସଜାଗ ହେଉଛି ବିଜେପି। କୋଣାର୍କ ରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ