Browsing Category
ଆଜିର ଖବର
ସମ୍ବଲପୁର ଡେବ୍ରିଗଡ଼ରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଗୟଳ ଆଣିବାକୁ ଚନ୍ଦକା ବନବିଭାଗ ଯୋଜନା
ଚନ୍ଦକା ଜଙ୍ଗଲକୁ ଆସିବେ ୨୦ ଗୟଳ । ସମ୍ବଲପୁର ଡେବ୍ରିଗଡ଼ରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଗୟଳ ଆଣିବାକୁ ଚନ୍ଦକା ବନବିଭାଗ ଯୋଜନା କରିଛି ।ଏକ ସ୍ୱତନ୍ତ୍ର ଗାଡ଼ିରେ ଡେବ୍ରିଗଡ଼ରୁ ଚନ୍ଦକା ଆଣିବା ପାଇଁ ପ୍ରସ୍ତୁତି ଚାଲିଥିବା ଚନ୍ଦକା ଡିଏଫ୍ଓ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୪!-->…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ
ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି । ପାଟନାର ଲୋକଭବନରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଜେଡିୟୁ ବିଧାୟକ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।। ଆଜି କେବଳ ଏହି!-->…
କଟକ ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୫୯ ନାବାଳକ
କଟକ ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୫୯ ନାବାଳକ । ସମସ୍ତ ନାବାଳକଙ୍କୁ ଉଦ୍ଧାର କରି ସିଡବ୍ଲୁସିଙ୍କୁ ହସ୍ତାହର କରାଯାଇଛି । ଏହାସହ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ ମଧ୍ୟ କରିଛି । ରାତି ପ୍ରାୟ ୧୧ଟା ବେଳେ ଷ୍ଟେସନ୍ରେ ଏକ ଟ୍ରେନ୍ରୁ ସମସ୍ତେ ଓହ୍ଲାଇଥିଲେ। ପ୍ଲାଟ୍ଫର୍ମରେ!-->…
ଇରାନରୁ ଚୀନ୍ ତେଲ କିଣିପାରିବ ନାହିଁ :ଅର୍ଥ ମନ୍ତ୍ରୀ ସ୍କଟ୍ ବେସେଣ୍ଟ
ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଅର୍ଥନୈତିକ ଯୁଦ୍ଧ ଏବେ ଏକ ଅତ୍ୟନ୍ତ ଖରାପ ପରିସ୍ଥିତିକୁ ଚାଲିଗଲାଣି।ଇରାନରୁ ତେଲ କିଣିବା ନେଇ ଆମେରିକା ଚୀନ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ୍ ବେସେଣ୍ଟ!-->…
ଆଣ୍ଡାମାନ ସାଗରରେ ବୁଡିଲା ଡଙ୍ଗା : ୨୫୦ରୁ ଅଧିକ ନିଖୋଜ
ରୋହିଙ୍ଗ୍ୟା ଶରଣାର୍ଥୀ ଓ ବାଂଲାଦେଶ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଆଣ୍ଡାମାନ ସାଗରରେ ବୁଡ଼ି ଯାଇଛି | ଅତି କମରେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେତେବେଳେ ଅନ୍ୟ ୨୫୦ରୁ ଅଧିକ ଲୋକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ।ବାଂଲାଦେଶୀ ଗଣମାଧ୍ୟମ "ଦି ଡେଲି ଷ୍ଟାର"ର ଏକ ରିପୋର୍ଟ!-->…
କଲବଲ କରିବ ଗୁଳୁଗୁଳି : ଜଳୁଛି ପଶ୍ଚିମ
ତାତିରେ ଫୁଟିବ ଅଧା ଓଡ଼ିଶା। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରୁଥିବା ବେଳେ ୧୬ ରୁ ୨୦ ଯାଏଁ ତାତିରୁ ନାହିଁ ତ୍ରାହି । ୫ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି । ୪୫ ଡିଗ୍ରି ଛୁଇଁପାରେ ରାଜ୍ୟର ତାପମାତ୍ରା ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ!-->…
ଆଜି ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର, ୪ ଘଣ୍ଟା ପାଇଁ ଦର୍ଶନ ବନ୍ଦ
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ସନ୍ଧ୍ୟା ୬ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି!-->…
୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ
ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଲାଗିଛି ସତ, କିନ୍ତୁ କେହି କାହାକୁ ମାନିବାକୁ ନାରାଜ । ଏଥିପାଇଁ ପୂରା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି। ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା!-->…
୧୫ ଏପ୍ରିଲ୍ରୁ ଜାତୀୟ ରାଜପଥରେ ଓଭରଲୋଡ୍ ଗାଡି ପାଇଁ ନୂଆ ଫି ନିୟମ
ଜାତୀୟ ରାଜପଥରେ ଓଭରଲୋଡ୍ ଗାଡି ଉପରେ ଫି ଆଦାୟକୁ ସୁସଂଗଠିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି।ମନ୍ତ୍ରଣାଳୟ ମଙ୍ଗଳବାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ସଂଶୋଧିତ ନିୟମ ୧୫ ଏପ୍ରିଲ୍ ୨୦୨୬ ରୁ ଲାଗୁ ହେବ। ଏହି ସଂଶୋଧନ ନିର୍ଦ୍ଧାରିତ ଭାର ସୀମାକୁ ପାଳନ କରାଇବା,!-->…
ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ !
ବିଜେପି ବିଧାୟକ ଦଳ ହେଲେ ସମ୍ରାଟ ଚୌଧୁରୀ । ବିହାରରେ ପ୍ରଥମ ବିଜେପି ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ । ରାଜନୈତିକ ପରିବାରରୁ ଆସିଛନ୍ତି ସମ୍ରାଟ। ବାପା ଶକୁନି ଚୌଧୁରୀ ୬ ଥରର ବିଧାୟକ ଓ ଥରେ ସାଂସଦ ରହିଛନ୍ତି। ମାଆ ପାର୍ବତୀ ଦେବୀ ମଧ୍ୟ ବିଧାୟକ ଥିଲେ। ବିଜେପି ବିଧାୟକ ଦଳ!-->…
ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ କୁଆଁପାଳ ଠାରେ ବ୍ଲକ କଂଗ୍ରେସ ସଭାପତି ଆଇନୀଜୀବି ଦୀପଜ କୁମାର
ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ କୁଆଁପାଳ ଠାରେ ବ୍ଲକ କଂଗ୍ରେସ ସଭାପତି ଆଇନୀଜୀବି ଦୀପଜ କୁମାର ମହାନ୍ତିଙ୍କ ନେତୃତୁରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା, ପ୍ରଥମ ଆଇନ ମନ୍ତ୍ରୀ, ଭାରତ ରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ 136 ତମ ପୁଣ୍ୟ ତିଥିରେ ତାଙ୍କ ଫଟୋ!-->…
ଗଣିଆରେ ହନୁମାନ ଜୟନ୍ତୀ ପାଳିତ
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆବଜାର ସ୍ଥ୍ିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ଭୋରୁ ପ୍ରଭାତ ଫେରି କରାଯାଇଥିଲା । ପରେ ରଘୁନାଥ ଜୀଉ ମନ୍ଦିରରେ ନାମ ସଂକିର୍ତନ କରାଯାଇ ହନୁମାନ ଚାଳିଶା ପଠନ କରାଯାଇଥିଲା । ଏହାପରେ ଶ୍ରୀ ଶ୍ରୀ!-->…