ଦୁଇ ବିଜେପି ନେତା ଅରିନ୍ଦମ୍ ରାୟ ଓ ଅଭୟ ବାରିକଙ୍କୁ ଗିରଫ କରିବା ପାଇଁ ଦାବି

କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ର ଶତାଧିକ ବିଜେଡି କର୍ମୀ ଓ ଜନ ପ୍ରତିନିଧି ମାନେ କଟକ ଗ୍ରାମାଞ୍ଚଳ ଏସପି, ଜିଲ୍ଲାପାଳ ଓ ଡିଜି ଙ୍କ ନିକଟରେ ଦୁଇ ବିଜେପି ନେତା ଅରିନ୍ଦମ୍ ରାୟ ଓ ଅଭୟ ବାରିକଙ୍କୁ ଗିରଫ କରିବା ପାଇଁ ଦାବି ପତ୍ର ପ୍ରଦାନ କରିବା ସହ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।।