ପୋଖରୀ ରେ ବୁଡି ମୃତ
ସ୍ଥାନ -ପାଲଲହଡା Date -20/5/ ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶଂକମୁର ପଂଚାୟତ ଜିତପଡ଼ା ଗ୍ରାମ ପୋଖରୀ ରେ ଗାଧୋଇବାକୁ ଯାଇ ପାଣିରେ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି ଜେନାପଡା ଗ୍ରାମର ଅକ୍ଷୟ ନାଏକ ପେସାରେ ଜଣେ ଦିନ ମଜୁରିଆ କାମ ସାରି ଘରକୁ ଫେରିବା ବାଟରେ ବନ୍ଧ ରେ ଗାଧୋଇ ବା ବେଳେ ପାଣିରେ ବୁଡି ମୁର୍ତ୍ୟୁ ବରଣ କରିଛନ୍ତି,
