ବଙ୍ଗରେ ଶୁଭେନ୍ଦୁ ସରକାର; ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ସମାରୋହରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରି ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଯୋଗୀ ଆଦିତ୍ୟନାଥ ।ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି । କୋଲକତାର ବ୍ରିଗେଡ୍ ଗ୍ରାଉଣ୍ଡରେ ଚାଲିଛି ଶପଥ ସମାରୋହ ।ସ୍ୱାଧୀନତା ପରେ ଏହା ପ୍ରଥମ ଥର ପାଇଁ ବଙ୍ଗଳାରେ ବିଜେପି ସରକାର ଗଠନ ହେଉଛି, ଏବଂ ଶୁଭେନ୍ଦୁଙ୍କୁ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଛି।