ବିଶ୍ଵନାଥ ପୁର ମଣ୍ଡଳ ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ଙ୍କୁ ସମ୍ବର୍ଦ୍ଧନା*

*କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ତଥା ପୁରୁଣା ଏବଂ ପୁରୁଖା ନେତା ତଥା କାର୍ଯ୍ୟକର୍ତା ଶ୍ରୀଯୁକ୍ତ ମଧୁଲାଲ ସାହୁ ଙ୍କୁ ତାଙ୍କ ବାସ ଭାବନରେ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣେଇ ତାଙ୍କ ଶ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝି ଥିଲେ ବିଶ୍ୱନାଥପୁର ମଣ୍ଡଳ ର ସଦସ୍ୟ ମାନେ । ଏହି ଅବସର ରେ ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ସାଧାରଣ ସମ୍ପାଦକ ଗୌତମ କୁମାର ନାଗ,ବରିଷ୍ଠ କାର୍ଯ୍ୟକର୍ତା ଲକ୍ଷ୍ମୀଧର ସନ୍ତୋଷରାୟ, ଉପ ସଭାପତି ସୁନୀଲ ବାଗ, ଅନନ୍ତ ପ୍ରଧାନୀ, ଫାଲ୍ଗୁନି ସାହୁ, ଆଲୋକ ସାହୁ, ବିଷମ୍ବର ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ମଧୁଲାଲ ସାହୁ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।