Browsing Category
ଆଜିର ଖବର
ରାକ୍ଷୀରେ ଘୂର୍ଣ୍ଣିବଳୟ : ଲଘୁଚାପ ପାଇଁ ପ୍ରବଳ ବର୍ଷିବ
ଓଡ଼ିଶା ପାଗରେ ପୁଣି ଆସିପାରେ ବଡ଼ ପରିବର୍ତ୍ତନ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଅଗଷ୍ଟ ୨୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହି ଘୂର୍ଣ୍ଣିବଳୟ ଆହୁରି ଘନିଭୂତ!-->…
ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ !ଫେରାର୍ ଯୁବକ ଗିରଫ
ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଦେବଗଡ଼ ଥାନା ପୋଲିସ। ପୀଡ଼ିତା ଯୁବତୀ ଜଣକ ବର୍ତ୍ତମାନ ୩ ମାସର ଗର୍ଭବତୀ ଥିବା ବେଳେ ତାଙ୍କ ଲିଖିତ ଅଭିଯୋଗ!-->…
ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ
-ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବଲାସିଂହା ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ୱାର୍ଡମେମ୍ୱର ,ଏମ୍.ବି.କେ, ସି.ଆର.ପି,!-->…
ଓଡ଼ିଶା ପ୍ରଶାସନିକ ସ୍ତରରେ ଅଦଳବଦଳ, ୭ IAS ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ
ରାଜ୍ୟ ପ୍ରଶାସନିକ ସେବାରେ ସ୍ୱଚ୍ଛତା ଓ ସଫଳତା ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି।ବୀରେନ୍ଦ୍ର କୋରକୋରା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପଦରୁ ବଦଳି ହୋଇ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି!-->…
ମହାନଦୀରେ ଛୋଟ ବନ୍ୟା ଆଶଙ୍କା: ଇଆଇସି
ହୀରାକୁଦରେ ୧୬ ଗେଟ୍ ଖୋଲିଛି, ମହାନଦୀରେ ପାଣି ଫୁଲୁଛି, ତଳମୁଣ୍ଡରେ ପୁଣି ଛନକା ପଶିଛି । କେବଳ ମହାନଦୀ ନୁହେଁ, ବୈତରଣୀ ଓ ଜଳକା ଆଦିରେ ପୁଣି ବନ୍ୟାସ୍ଥିତି ଉପୁଜିପାରେ ବୋଲି ଦେଖାଦେଇଛି ଆଶଙ୍କା । । ଛତିଶଗଡରେ ବର୍ଷା ଯୋଗୁଁ ମହାନଦୀରେ ପାଣିସ୍ତର ବଢିଛି । ମହାନଦୀରେ ଛୋଟ ବନ୍ୟା!-->…
ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ ବଂଟନନିକ୍ଷୟ ମିତ୍ର ହେବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆହ୍ୱାନ
ଗଣିଆ,-(ବିଶ୍ୱରଂଜନ ସେଠି .) ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନ ତଥା ଯକ୍ଷ୍ମାରୋଗୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ରୋଗୀଙ୍କ ଉତମ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ମାସିକ ୧୦୦୦ଟଙ୍କା ଅର୍ôଥିକ ସହୟୟତା ପ୍ରଦାନ!-->…
ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ- ସମବାୟ ମନ୍ତ୍ରୀ
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ଚଳିତ ବର୍ଷ ସାର ଯୋଗାଣ ସୁରୁଖୁରୁରେ ଚାଲିଥିବା ବେଳେ ସମବାୟ ବିଭାଗ ପକ୍ଷରୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍!-->…
୬ ଆନ୍ତଜିଲ୍ଲା ଚୋର ଗିରଫ: ୨ ଲକ୍ଷ ୭୦ ହଜାର ନଗଦ ରାଶି, ୭୨ ଗ୍ରାମ ସୁନା ଜବତ*
କେସିଙ୍ଗା: କଳାହାଣ୍ଡିଜିଲ୍ଲା କେସିଙ୍ଗା ପୁଲିସପକ୍ଷରୁ ଆନ୍ତଜିଲ୍ଲା ଚୋର ରାକେଟର ପର୍ଦାଫାସ ହୋଇଛି ଏବଂ କେସିଙ୍ଗା ପୁଲିସକୁ ବଡ଼ ସଫଳତା ମିଳିଛି।୫ ଚୋର ଓ ଜଣେ ମାଷ୍ଟର ମାଇଣ୍ଡ ଗିରଫ । ଜୁଲାଇ ୨୧ ତାରିଖରେ କେସିଙ୍ଗାର ବିଶିଷ୍ଟ ବ୍ୟବସାୟୀଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ଓ!-->…
ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ସୁରକ୍ଷା କମିଟି ବୈଠକ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ପଞ୍ଚାୟତର ନଗାରି ଗ୍ରାମରେ ଅନୁଷ୍ଠିତ ହୋଇଥିଲା lଉକ୍ତ ବୈଠକରେ ୱାର୍ଡ ମେମ୍ବର ସୁପ୍ରିୟା ସାହୁ, ପ୍ରମୋଡ଼ିନି ସ୍ୱାଇଁ ଅଙ୍ଗନବାଡି କର୍ମୀ ନର୍ମଦା ପ୍ରଧାନ, ଆଶା ସେବତୀ ସ୍ୱାଇଁ କମିଟି ର ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ।ବିଶ୍ୱ ଯୁବ!-->…
ଭାଇରାଲ୍ ନିଶାରେ କାର୍କୁ ୩,୪୦୦ କିସ୍ ! ଯୁବକ ଗଣିଲେ ତଣ୍ଡ
ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାର ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ମଧ୍ୟପ୍ରଦେଶର ଗ୍ୱାଲିଅର୍ରେ ଜଣେ ଯୁବକ ନିଜ କାର୍କୁ ‘କିସିଂ କାର୍’ରେ ପରିଣତ କରି ରିଲ୍ ତିଆରି କରିଥିଲେ। କାର୍ର ସାରା ଶରୀରରେ ଲାଗିଥିଲା ପ୍ରାୟ ୩,୪୦୦ଟି ଲିପଷ୍ଟିକ୍ର ଚୁମ୍ବନ ଚିହ୍ନ। ରିଲ୍ଟି ମଧ୍ୟ!-->…
ଥାର୍ ଦୁର୍ନୀତି ଘଟଣା: ୧୨ କୋଟି ଅନିୟମିତତା ଅଭିଯୋଗ: ମନ୍ତ୍ରୀ
ଥାର୍ ଗାଡ଼ି କିଣାରେ ଅନିୟମିତତା ଅଭିଯୋଗକୁ ନେଇ ଏବେ ଆକ୍ସନ ମୋଡରେ ରାଜ୍ୟ ସରକାର ।ଓଡ଼ିଶା ବନ ବିଭାଗ ପକ୍ଷରୁ ୫୧ଟି ମହିନ୍ଦ୍ରା ଥାର୍ ଗାଡ଼ି କିଣା ଓ କଷ୍ଟମାଇଜେସନ୍ରେ ପ୍ରାୟ ୧୨ କୋଟି ଟଙ୍କାର ଅନିୟମିତତା ଅଭିଯୋଗର ତଦନ୍ତ ଚାଲିଛି । ତେବେ ଏହି ମାମଲାର ତଦନ୍ତ କ୍ରାଇମ୍ ବ୍ରାଞ୍ଚ!-->…
ଭୁବନେଶ୍ୱରରେ ପ୍ରସ୍ତୁତ ହୋଇଛି ନିଆରା ଗୋବର ରାକ୍ଷୀ
ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ଟିକେ ଭିନ୍ନ କରିବା ପାଇଁ ଏଥର ବଜାରରେ ଭଳିକି ଭଳି ପରିବେଶ ଭିତ୍ତିକ ରାକ୍ଷୀ ବିକ୍ରି ହେଉଛି । ଏହି କ୍ରମରେ ଭୁବନେଶ୍ୱରରେ ପ୍ରସ୍ତୁତ ହୋଇଛି ନିଆରା ଗୋବର ରାକ୍ଷୀ। ଗୋବରର ପବିତ୍ରତା ମଧ୍ୟରେ ଏଭଳି ନିଆରା ଇକୋ ଫ୍ରେଣ୍ଡଲି!-->…