Browsing Category
ଆଜିର ଖବର
ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ
ଅନ୍ଧବିଶ୍ୱାସ ହେଉଛି ଅଜ୍ଞାନତା ଏବଂ ଭୟରୁ ଜନ୍ମ ନେଉଥିବା ଏକ ଅଯୌକ୍ତିକ ଓ ଭୁଲ୍ ଧାରଣା। ଏହା ସମାଜର ବିକାଶ ପାଇଁ ଏକ ବଡ଼ ବାଧା। କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ!-->…
ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ଯାଏଁ ମୌସୁମୀ ଅଧିବେଶନ
ସେପ୍ଟେମ୍ବର ୨୨ ତାରିଖରୁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଏହି ସମୟ ମଧ୍ୟରେ ବିଭିନ୍ନ ବିଲ୍ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ।ଅନ୍ୟପଟେ ମୋହନ ସରକାର!-->…
ଅନଲାଇନରେ ଦୁଦୁରା ଫଳ ବିକ୍ରିରେ ବ୍ରେକ୍, Amazon, Swiggy Instamart ଓ BigBasketର ଲାଇସେନ୍ସ ସ୍ଥଗିତ
ଖାଦ୍ୟ କିମ୍ବା ମାନବ ବ୍ୟବହାର ପାଇଁ ଅତ୍ୟନ୍ତ ବିଷାକ୍ତ ‘ଦୁର୍ଦୁରା’ ଫଳ ଓ ମଞ୍ଜି ଅନଲାଇନରେ ବିକ୍ରି ହେଉଥିବା ଜଣାପଡ଼ିବା ପରେ କର୍ଣ୍ଣାଟକ ସରକାର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍, ସ୍ବିଗି ଇଂଷ୍ଟାମାଟ୍ ଓ ବିଗବାସ୍କେଟର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ''ଫୁଡ୍!-->…
ନିଜ ପସନ୍ଦ ଅନୁସାରେ ଡ୍ରେସ କୋଡ୍ ପିନ୍ଧିବା ପାଇଁ ଛାତ୍ରୀଙ୍କ ଆବେଦନ ଖାରଜ କଲେ ଆଲ୍ଲାହାବାଦ ହାଇକୋର୍ଟ
ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ଦ୍ଧାରିତ ଡ୍ରେସ କୋଡକୁ ନିଜର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନୁହେଁ ବୋଲି ଆଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି ।ପ୍ରୟାଗରାଜର ଟାଗୋର ପବ୍ଲିକ୍ ସ୍କୁଲର ଜଣେ ମୁସଲିମ୍ ଛାତ୍ରୀଙ୍କ!-->…
ବଳଦେବଜୀଉଙ୍କ ପାଖକୁ ଆସିଲା ପାଟ ରାଖି, ଶ୍ରୀମନ୍ଦିରରୁ ପଠାଇଛନ୍ତି ଭଉଣୀ ସୁଭଦ୍ରା
ବଳଦେବଜୀଉଙ୍କ ପାଖକୁ ଆସିଲା ପାଟ ରାଖି । ପୁରୀରୁ କେନ୍ଦ୍ରାପଡ଼ାକୁ ଆସିଛି ରାଖି । ଭଉଣୀ ସୁଭଦ୍ରା ବଡ଼ଭାଇ ବଳଭଦ୍ରଙ୍କ ପାଇଁ ରାଖି ପଠାଇଛନ୍ତି । ମା’ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ରଙ୍କ ନେତୃତ୍ବରେ ଶ୍ରୀଜଗନ୍ନାଥ ପାଟସେବା ସଂଘ ତରଫରୁ ଏକ ପ୍ରତିନିଧିମଣ୍ଡଳୀ!-->…
ଶ୍ରୀକ୍ଷେତ୍ରରେ ରଥ ଖୋଲା ଅନୁକୂଳ କଲେ ଭୋଇ ସର୍ଦ୍ଦାର
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସରିବା ପରେ ରଥ ଖୋଲା ଆରମ୍ଭ ହୋଇଛି । ରଥ ନିର୍ମାଣରେ ଯେପରି ଅନୁକୂଳ ସେପରି ରଥ ଖୋଲା ସମୟରେ ଅନୁକୂଳ କରାଯାଇଛି ।ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ!-->…
ଚିନି ଦରରେ ଲାଗିବ ବ୍ରେକ୍! ଖୁବଶୀଘ୍ର ଦରରେ ଆସିବ ପରିବର୍ତ୍ତନ: ISMA
ଚିନି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକଙ୍କ ପାଇଁ ଆସିଲା ଆଶ୍ୱସ୍ତିର ଖବର । ଆଗାମୀ ୭ ଦିନ ମଧ୍ୟରେ ଚିନି ଦାମ କମିପାରେ ବୋଲି କହିଛି ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ ବା ISMA ।ପ୍ରତିକୂଳ ପାଗ, ପାର୍ବଣଋତୁ, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ!-->…
H-1B ଭିସା ଫି’ରେ ବଡ଼ ଝଟକା, ପ୍ରାୟ ୧ ଲକ୍ଷ ଡଲାର ଫି’ ପ୍ରସ୍ତାବ କଲା ଆମେରିକା
H-1B ଭିସା ହେବ ମହଙ୍ଗା । ପ୍ରାୟ ୧ ଲକ୍ଷ ଡଲାର ଫି’ ପ୍ରସ୍ତାବ କଲା ଆମେରିକା ।ପ୍ରସ୍ତାବିତ ନିୟମ ଅନୁସାରେ H-1B ଭିସା ପାଇଁ ଫି’ ୧ ଲକ୍ଷ ଡଲାରରୁ ଅଧିକ ହୋଇପାରେ । ଏହାର ପ୍ରଭାବ ଭାରତୀୟ ଟେକ୍ ପ୍ରଫେସନାଲ ଓ ଆମେରିକାରେ କର୍ମଚାରୀ ପଠାଉଥିବା IT କମ୍ପାନୀ ଉପରେ ପଡ଼ିବା ଆଶଙ୍କା ରହିଛି!-->…
ଲଘୁଚାପ ପ୍ରଭାବରେ ବର୍ଷା, ଆଜି ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ!-->…
ନିଟ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଥିବା ପୂର୍ଣ୍ଣିମା ପୂଜାରୀ କୁ ସମ୍ବର୍ଦ୍ଧନା
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ଦେବେନ୍ଦ୍ର ପୁଝାରୀ ଓ ରେବତୀ ପୁଝାରୀଙ୍କ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (ୟୁଜି) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ଅନୁସୂଚିତ ଜନଜାତି ବର୍ଗରେ ୪୧୩୭ ରାଙ୍କ୍!-->…
ମୁଁ ରାଜନୀତିରୁ ସନ୍ନ୍ୟାସ ନେବି । ଯେପର୍ଯ୍ୟନ୍ତ ବିଜେପିକୁ ମୁଁ …
TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର ତାଙ୍କର କୌଣସି ଇଚ୍ଛା ନାହିଁ। ସେ ଆହୁରି କହିଛନ୍ତି ଯେ, ଭାଜପାକୁ ତଳିତଳାନ୍ତ ନ କରିବା ପର୍ଯ୍ୟନ୍ତ ସେ ଚୁପ୍ ବସିବେ ନାହିଁ।ଲାଇଭ!-->…
ପୁଣେ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କୁ ଚୁମ୍ବନ ଦେଲେ ଯୁବତୀ
ମହାରାଷ୍ଟ୍ରର ପୁଣେରେ ଆୟୋଜିତ "ଛାତ୍ରୋଁ କି ଗୁଞ୍ଜ" (Chaatron ki Gunj) କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଭିଡିଓରେ ଜଣେ ଛାତ୍ରୀ ସେଲ୍ଫି ନେବା ପରେ ହଠାତ୍ ରାହୁଲ ଗାନ୍ଧୀଙ୍କ ଗାଲରେ କିସ୍ କରୁଥିବା!-->…