IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ୬ ବରିଷ୍ଠ ଅଧିକାରୀଙ୍କ ବଦଳିଲା ଦାୟିତ୍ୱ

ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି।। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅଦଳବଦଳ ନିର୍ଦ୍ଦେଶନାମା ଜାରି ହୋଇଛି ।

୧. ହିମାଂଶୁ ଲାଲ ଆଇଜି ଇଓଡବ୍ଲ୍ୟୁ ଓ ଏସଟିଏଫ
୨.ଜୟନାରାୟଣ ପଙ୍କଜ ଆଇଜି ଦକ୍ଷିଣାଞ୍ଚଳ
୩. ନୀତି ଶେଖର ଆଇଜି ପ୍ରୋଭିଜନିଂ
୪. ଚରଣ ସିଂହ ମୀନା ଡିଆଇଜି ସମ୍ବଲପୁର
୫. ଆଶିଷ କୁମାର ସିଂ ତାଳଚେର ରେଞ୍ଜ ଡିଆଇଜି ଓ ପିଟିସି ଅନୁଗୁଳ ପ୍ରିନ୍ସିପାଲ
୬. ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା ବିଭାଗ ଆଇଜି