ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ ମୋହଦୟ ଙ୍କୁ ବିଶ୍ୱନାଥପୁର ମଣ୍ଡଳ ସଭାପତି ଓ ସମ୍ପାଦକ ଙ୍କ ତରଫରୁ ଦାବି ପତ୍ର ପ୍ରଦାନ*

* ଆଜି ଲାଞ୍ଜିଗଡ ବ୍ଲକ ର ବନ୍ଧପାରି ଗ୍ରାମପଞ୍ଚାୟତ ର ବନ୍ଧପାରି ମାଂ ଭୈରବୀ ବନବାସୀ ଉଚ୍ଚ ବିଦ୍ୟାଳୟ କୁ ନୂତନ ନିର୍ମାଣ ପାଇଁ ରାଜ୍ୟର ଯୋଜନା ବୋର୍ଡ ଅଦକ୍ଷ. ତଥା ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ ଯୋଶୀ ମହ ଦୟଙ୍କୁ ବିଶ୍ୱନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ଓ ସାଧାରଣ ସମ୍ପାଦକ. ଗୌତମ କୁମାର ନାଗ ଦାବି ପତ୍ର ପ୍ରଦାନ କରିଥିଲେ l ଏବଂ ସ୍ୱତନ୍ତ୍ର ଉନୟନ ଅଦକ୍ଷ ବିଜୟ କୁମାର ଦିଶାରୀ ମୋହ ଦୟଙ୍କୁ କୀଡୀଙ୍ଗ ଗ୍ରାମର ଜଳେଶ୍ୱର ମନ୍ଧିର ନିର୍ମାଣ ପାଇଁ ଦାବି ପତ୍ର ଦାଖଲ କରା ଗଲା l

ଏଥିରେ ବିଶ୍ୱନାଥପୁର ମଣ୍ଡଳ ପ୍ରଭାରୀ ଶ୍ରୀଯୁକ୍ତ ସନ୍ତୋଷ ବିଶି ମୋହଦୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ll