Browsing Category

ଆଜିର ଖବର

ପୁଣି ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ଅଷ୍ଟ୍ରେଲିଆର କିଙ୍ଗ ଜର୍ଜ ସ୍କୋୟାର ବ୍ରିସବେନ ସିବିଡିରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ନେଇ ବିଜ୍ଞପ୍ତି ଦେଇଛି ଇସ୍କନ । ଇସ୍କନର

ଜନ୍ମମାଟିରେ ଗଣକବିଙ୍କ ୭0 ତମ ସ୍ମୁତି ଉତ୍ସବ

ମାହାଙ୍ଗା -୧୭/୪ ବିରୂପା ସାହିତ୍ୟ ସଂସଦ ମାହାଙ୍ଗା ଆନୁକୂଲ୍ୟରେ ଓଡ଼ିଆ ଯାତ୍ରା ଜଗତର ମଉଡମଣୀ, ଗୀତିନାଟ୍ୟ ସମ୍ରାଟ, ଗଣକବି ବୈଷ୍ଣବ ପାଣିଙ୍କ ୭0 ତମ ସ୍ମୁତି ଉତ୍ସବ ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି lମାଆ ଗୌରୀ ପ୍ୟାଲେସ କୋଠପଦା ଠାରେ ଆୟୋଜିତ

ହର୍ମୁଜ୍‌ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିଲା ଇରାନ୍। ଏବେ ଶସ୍ତା ହେବ ତେଲ 

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଘୋଷଣା କରିଛନ୍ତି। ଯୁଦ୍ଧବିରତିର ଅବଶିଷ୍ଟ ସମୟ ପାଇଁ ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି। ସେ କହିଛନ୍ତି ଯେ, ଏହି ପଥ ସମସ୍ତ ବାଣିଜ୍ୟିକ ଜାହାଜ

ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ବିଲ୍

ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ବିଲ୍। ବିଲ୍ ପାସ ପାଇଁ ଭୋଟିଂ କରାଯାଇଥିଲା। ମହିଳା ସଂରକ୍ଷଣ ବିଲ୍ ପାଇଁ ମୋଟ ୫୨୮ ଭୋଟ ପଡ଼ିଥିଲା। ଏହା ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଥିଲା, ଯାହାକୁ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ବିଲ୍

ପାନାବେଡ଼ା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ପ୍ରଦାନ ର ଉଦଯାପନୀ ଦିବସ ପାଳନ

ସ୍ଥାନ - ଚନ୍ଦାହାଣ୍ଡିତା୧୭/୦୪/୨୦୨୬(ପୀତାମ୍ବର ସୋରୀ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ପାନାବେଡ଼ା ମହାବିଦ୍ୟାଳୟ ଚନ୍ଦାହାଣ୍ଡି ଠାରେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ସଂପର୍କିତ ଏକ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

କୁଜଙ୍ଗ ପୋଲିସ୍ ର ବଡ଼ ସଫଳତା

କୁଜଙ୍ଗ ତା ୧୭/୪କୁଜଙ୍ଗ ଥାନା ଅଞ୍ଚଳରେ ସନ୍ଧ୍ୟା ପାଟ୍ରୋଲିଂ ସମୟରେ ଧରାପଡିଥିବା ଅବକାରୀ ମାମଲାରେ ଅଭ୍ୟାସଗତ ମଦ ବେପାରୀ ସୁଚିଆ @ ସୁଶାନ୍ତ ପଲାଇ, ବୟସ 41, ପିତା- ନିତ୍ୟାନନ୍ଦ ପଲାଇ, ଗ୍ରାମ- ବାଲିସାହି, ବାଲିତୁଠ ଠାରୁ ମୋଟ 19 ଲିଟର 880 ମିଲି ବେଆଇନ ମଦ ଜବତ କରାଯାଇଛି।43 ଟି

ଶନି ଦେବଙ୍କ ବକ୍ର ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଆଖିରେ କଳାପଟି ବାନ୍ଧି ସବୁ ଲୁଟିନେଲା ଚୋର

ଠାକୁରଙ୍କ ମୁହଁରେ କପଡା ଘୋଡାଇ ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା କୁଳିଗଡି ଗାଁରେ ଥିବା ଶନିମନ୍ଦିରରୁ ଚୋରି। ଠାକୁରଙ୍କ ସମସ୍ତ ଅଳଙ୍କାର, ଦାନ ବାକ୍ସର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ। ମନ୍ଦିରରୁ ଚୋରି କରିବା ପରେ ଗାଁରୁ ଦୁଇଟି ସାଇକେଲ ଚୋରି କରି ଫେରାର

 ପୁରୀ ବିମାନବନ୍ଦରର କାମ ଷ୍ଟେଜ-୧ ସ୍ଥିତିରେ ଅଛି: ମନ୍ତ୍ରୀ ଗଣେଶ ରାମସିଂ

ପୁରୀ ବିମାନବନ୍ଦରର କାମ ଷ୍ଟେଜ-୧ ସ୍ଥିତିରେ ଅଛି। ସବୁ କ୍ଷେତ୍ରର ଲୋକଙ୍କ ସହ ପରାମର୍ଶ ନିଆଯାଇ କାମ ହେବ। ଯଦି world life institute of india ଏହାକୁ ବିରୋଧ କରୁଛି, ତେବେ ଏଥିରେ ସମସ୍ତଙ୍କର ମତ ନିଆଯାଇ କାମ କରାଯିବ। ଏହାକୁ ନେଇ କମିଟି ଗଠନ କରାଯିବ। ସେ କମିଟିର ବିଚାରକୁ ଆଧାର

ଖରିଫ ୠତୁରେ ଚାଷୀ ଉଚିତ୍ ମୂଲ୍ୟରେ ଆବଶ୍ୟକତା ଅନୁଯାୟୀ ସାର ପାଇବେ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି

ଦୁଇ ଦିନ ବଢ଼ିବା ପରେ ହଠାତ ବହୁତ କମିଗଲା ସୁନା ଓ ରୁପା ଦର

ଗତ ଦୁଇ ଦିନ ଧରି ଲଗାତର ବଢ଼ିବା ପରେ ଆଜି ହଠାତ୍ ତଳକୁ ଖସିଛି ସୁନା ଓ ରୁପା ଦର।ଆମେରିକା-ଇରାନ ଯୁଦ୍ଧ ଯୋଗୁ, ଗତ ୪୯ ଦିନରେ ସୁନା ₹୭,୭୩୯ ଟଙ୍କା ଏବଂ ରୁପା ୧୮,୭୭୦ ଟଙ୍କା ହ୍ରାସ ପାଇଛି। ଯୁଦ୍ଧ ଆରମ୍ଭ ହେବାର ପୂର୍ବ ଦିନ, ଅର୍ଥାତ୍ ଫେବୃଆରୀ ୨୭ ତାରିଖରେ ସୁନା ₹୧.୫୯ ଲକ୍ଷ/୧୦ ଗ୍ରାମ

ଲୋକସେବା ଭବନରୁ ଏସି ଯନ୍ତ୍ରାଂଶ ଚୋରି: ୨ ଗିରଫ

ରାଜଧାନୀର ହାଇ ସିକ୍ୟୁରିଟି ଜୋନ କୁହାଯାଉଥିବା ଲୋକସେବା ଭବନରୁ ଚୋରି କରିଥିଲେ ଏସି। ଲୋକସେବା ଭବନ ସହ ବିଭିନ୍ନ ବିଭାଗର AC ଚୋରି କରିଥିବା ଅଭିଯୋଗରେ ୨ ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।। ସେମାନେ ହେଲେ ତମାଣ୍ଡୋ ସିଜିପୁଟରେ ରହୁଥିବା କଟକ

ପ୍ରଧାନମନ୍ତ୍ରୀ ଏବଂ ମୋର ପତ୍ନୀ ସମସ୍ୟା ନାହିଁ- ରାହୁଲ ଗାନ୍ଧୀ

ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ମଜାଦାର ମୁହୂର୍ତ୍ତ । ମହିଳା ସଂରକ୍ଷଣ ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦି ଓ ନିଜକୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ଶୁଣି ପୂରା ଗୃହ ହସରେ ଫାଟି ପଡ଼ିଥିଲା ।ସଂସଦରେ