Browsing Category
ଆଜିର ଖବର
ମୋବାଇଲ୍ ଜିଦ୍ରୁ ମହାବିପଦ ! ଆଇଫୋନ୍ ପାଇଁ ପାହାଡ଼ରୁ ଖସି ବାପା-ପୁଅ ମୃତ, ମା’ଙ୍କ ଆତ୍ମହତ୍ୟା
ଯେଉଁ ପୁଅ ପାଇଁ ଦିନରାତି ଏକ କରିଦେଲେ । ଆଜି ସେହି ପୁଅ ସାମାନ୍ୟ ଆଇ-ଫୋନ୍ ପାଇଁ ଜୀବନ ହାରିଦେଲେ ।ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରୁ ଆସିଛି ଛାତିଥରା ଘଟଣା। ପାହାଡ଼ରୁ ଖସି ପୁଅ ଓ ବାପାଙ୍କ ମୃତ୍ୟୁ ପରେ ମା’ ମଧ୍ୟ ହାରିଦେଲେ ଜୀବନ। ସହରର ତିସଗାଁଓ ଅଞ୍ଚଳରେ ଥିବା ପ୍ରସିଦ୍ଧ!-->…
୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଏବେ ପୁଣି ତିନି ତିନିଟା ଘୂର୍ଣ୍ଣିବଳୟ। ଗୋଟିଏ ରହିଛି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ । କେନ୍ଦ୍ରୀୟ ମିଆଁମାର ଉପରେ ରହିଛି ଆଉ ଏକ ଘୂର୍ଣ୍ଣିବଳୟ । ସେହିପରି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ!-->…
ଲଘୁଚାପ ବର୍ଷା,ଉଜାଡି ଦେଲା ଚାଷୀଙ୍କ ଫସଲ,କ୍ଷତିପୂରଣ ପାଇଁ ବ୍ଲକ କଂଗ୍ରେସ ର ଦାବିପତ୍ର
ମାହାଙ୍ଗା -୨୧/୮ )ଚଳିତ ବର୍ଷ ଦୁଇ ମାସ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମାହାଙ୍ଗା ଅଂଚଳ ଦେଇ ଯାଇଥିବା ବିରୂପା, ଗୋବରୀ ମଇଜରା ପ୍ରଭୁତି ନଦୀ ଓ ପାଟନାଳୀ ମାନଙ୍କରେ ଭୟଙ୍କର ବନ୍ୟା ଆସିବା ଫଳରେ ମାହାଙ୍ଗା ଅଂଚଳର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଫଳରେ ରୁଆ ଧାନ, ଧାନ ତଳି!-->…
ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ କଡ଼ା ନିର୍ଦ୍ଦେଶ ଦେଲେ DGP
ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବୈଠକରେ ରାଜ୍ୟର ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ!-->…
ଗଣିଆରେ ମନରେଗା ଜନଶୁଣାଣି ଏକ ପ୍ରହସନ।ଅଧିକାଂଶ ଜବ୍କାର୍ଡଧାରୀ ଅନ୍ଧାରରେ, ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ
ଗଣିଆ: ( ବିଶ୍ୱରଂଜନ ସେଠି )ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଉଥିବା ସାମାଜିକ ସମୀକ୍ଷା ତଥା ଜନଶୁଣାଣି ଏବେ କେବଳ ଏକ ଔପଚାରିକତାରେ ସୀମିତ ରହିଛି। ଗଣିଆ ବ୍ଲକର ଆଠ ଗୋଟି ପଂଚାୟତରେ!-->…
ସମାଜସେବୀ ରବୀନ୍ଦ୍ର ମହାନ୍ତିଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା
ମାହାଙ୍ଗା -୨୧/୮ )ବିଶିଷ୍ଟ ସମାଜସେବୀ, ସାହିତ୍ୟ ଓ ସଂସ୍କୃତି ପ୍ରେମୀ,ଧର୍ମପ୍ରାଣ ରବୀନ୍ଦ୍ର ନାଥ ମହାନ୍ତିଙ୍କ ଦ୍ଵାଦଶାହ ତିଥିରେ ବାଲିପଡ଼ିଆ ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗୀତିକାର ବିଶ୍ୱେଶ୍ୱର ମିହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବହୁ ବିଶିଷ୍ଟ ବ୍ୟକ୍ତିମାନେ!-->…
SBI ଗ୍ରାହକଙ୍କ ପାଇଁ ଅକ୍ଟୋବର ୧ରୁ କ୍ୟାଶ୍ ଉଠାଇଲେ ଲାଗିବ ୧୫ ଟଙ୍କାର ଚାର୍ଜ
SBI ନିଜର Basic Savings Bank Deposit (BSBD) ଆକାଉଣ୍ଟରୁ ବ୍ରାଞ୍ଚ ଜରିଆରେ କ୍ୟାଶ୍ ଉଠାଇବା ନେଇ ସୁଳ୍କ/ଚାର୍ଜରେ ପରିବର୍ତ୍ତନ କରିଛି। ନୂଆ ନିୟମ ୧ ଅକ୍ଟୋବର ୨୦୨୬ ରୁ ଲାଗୁ ହେବ। ଏହା ଅଧୀନରେ ଗ୍ରାହକମାନେ ମାସକୁ ଚାରି ଥର ପର୍ଯ୍ୟନ୍ତ ବ୍ରାଞ୍ଚରୁ ମାଗଣାରେ କ୍ୟାଶ୍ ଉଠାଇପାରିବେ।!-->…
ମହାନଦୀ ଜଳ ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି
ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି । ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳ ବିବାଦର ବୈଷୟିକ ଦିଗ ଉପରେ ଆଲୋଚନା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ (CWC)ର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ବୈଷୟିକ ଟିମ୍ ଗଠନ କରାଯାଇଛି। ଓଡ଼ିଶା ଓ!-->…
୧୬.୨ କୋଟିରେ ବିକ୍ରି ହେଲା ଗାନ୍ଧିଜୀଙ୍କ ଚିଠି
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେତେକ ହାତଲେଖା ଚିଠି, ତାଙ୍କ ବ୍ୟବହୃତ ଚରଖା, ଭଗବତ୍ ଗୀତା ଓ ଅନ୍ୟାନ୍ୟ କେତେକ ସରଞ୍ଜାମ ଶୁକ୍ରବାର ପ୍ରାୟ ୧୬.୨ କୋଟିରେ ବିକ୍ରି ହୋଇଛି । ଅକ୍ସନ ହାଉସ୍ ସାଫ୍ରୋନାର୍ଟ ପକ୍ଷରୁ ଏହି ନିଲାମ କରାଯାଇଥିଲା । ବିକ୍ରି ହୋଇଥିବା ପାଣ୍ଡୁଲିପିରେ ସତ୍ୟ,!-->…
IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ୬ ବରିଷ୍ଠ ଅଧିକାରୀଙ୍କ ବଦଳିଲା ଦାୟିତ୍ୱ
ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି।। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅଦଳବଦଳ ନିର୍ଦ୍ଦେଶନାମା ଜାରି ହୋଇଛି ।
୧. ହିମାଂଶୁ ଲାଲ ଆଇଜି ଇଓଡବ୍ଲ୍ୟୁ ଓ ଏସଟିଏଫ୨.ଜୟନାରାୟଣ ପଙ୍କଜ ଆଇଜି!-->!-->!-->…
ଜନ୍ତରମନ୍ତର ପରେ ଏବେ କମ୍ପିବ ରାମଲୀଳା ମୈଦାନ
ଦିଲ୍ଲୀ ପୁଲିସ ଶୁକ୍ରବାର ରାମଲୀଳା ମୈଦାନରେ ‘ସଂରକ୍ଷଣ ହଟାଓ ଆନ୍ଦୋଳନ’ ଅନ୍ତର୍ଗତ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ଦେଇଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଲୋକଙ୍କୁ ସଭାସ୍ଥଳରେ ଏକତ୍ରିତ ହେବାକୁ ଅନୁମତି ମିଳିଛି। ପୁଲିସ କହିଛି ଯେ, ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ!-->…
କମିଲା ବନ୍ୟାଜଳ , ହୀରାକୁଦ ବନ୍ଦ କଲା ୪ ଗେଟ୍
ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି ମିଶି ସମୁଦାୟ ୬ଟି ସ୍ଲୁଇସ ଗେଟ୍କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୯ ଓ ଦକ୍ଷିଣ ପାର୍ଶର ୨ଟି ମିଶି!-->…